Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରେ ବସି ପାଇବେ ସେବା: ଡଙ୍ଗରିଆ କନ୍ଧମାନଙ୍କ ପାଇଁ ଅଭିନବ ପ୍ରୟାସ ଆରମ୍ଭ କଲା ଜିଲ୍ଲା ପ୍ରଶାସନ
ଆଜିର ଖବର

ଘରେ ବସି ପାଇବେ ସେବା: ଡଙ୍ଗରିଆ କନ୍ଧମାନଙ୍କ ପାଇଁ ଅଭିନବ ପ୍ରୟାସ ଆରମ୍ଭ କଲା ଜିଲ୍ଲା ପ୍ରଶାସନ

October 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Rayagada: DM distributed land leases
Rayagada: DM distributed land leases

ଭୁବନେଶ୍ଵର: ଏଣିକି ନିୟମଗିରିର ଡଙ୍ଗରିଆ କନ୍ଧମାନେ ପଞ୍ଚାୟତକୁ ନ ଯାଇ ନିଜ ଘର ବାରଣ୍ଡାରେ ସେମାନଙ୍କ ଭତ୍ତା ରାଶି ପାଇପାରିବେ। ସେମାନଙ୍କ ଦୁଆର ମୁହଁରେ ସେବା ଓ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ‘ଦୁଆରେ ପ୍ରଶାସନ’ ନାମକ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଘର ଘର ବୁଲି ଡଙ୍ଗରିଆ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିଛନ୍ତି। ପିଏମ୍ ଜନମନ ଯୋଜନାର ଲକ୍ଷ୍ୟ ସହ ସମନ୍ବିତ ଏକ ଅନନ୍ୟ ପ୍ରୟୋଗ ଭାବରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରଥମ ଥରପାଇଁ ଏଭଳି ପ୍ରୟାସ କରାଯାଇଛି।

ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ବିଷମକଟକ ବ୍ଲକର ନିୟମଗିରି ଅନ୍ତର୍ଗତ କୁର୍ଲି ପଞ୍ଚାୟତର ଖମ୍ବେସିଠାରେ ଏହାର ଶୁଭାରମ୍ଭ କରି ହିତାଧିକାରୀମାନଙ୍କୁ ଭତ୍ତା ଦେବା ସହ ସେମାନଙ୍କ ସହିତ ଭାବ ବିନିମୟ କରିଥିଲେ। ଜିଲ୍ଲାପାଳଙ୍କ ହାତରୁ ଭତ୍ତା ଗ୍ରହଣ କରି ହିତାଧିକାରୀମାନେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଏଭଳି ପ୍ରୟାସକୁ ସେମାନେ ସାଧୁବାଦ ଜଣାଇଛନ୍ତି।

‘ଦୁଆରେ ପ୍ରଶାସନ’ ଆଶୁତୋଷ କୁଲକର୍ଣ୍ଣୀ ଡଙ୍ଗରିଆ କନ୍ଧ ନିୟମଗିରି ପିଏମ୍ - ଜନମନ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

November 9, 2025

ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

November 9, 2025

ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 9, 2025

ଆଜି ନଭେମ୍ବର ୯ ତାରିଖ ରବିବାରରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଜ୍ଜଳ

November 9, 2025
Latest News

ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

November 9, 2025

ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

November 9, 2025

ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 9, 2025

ଆଜି ନଭେମ୍ବର ୯ ତାରିଖ ରବିବାରରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଜ୍ଜଳ

November 9, 2025

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.