Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାତ୍ୟା ‘ମୋନ୍ଥା’ର ମୁକାବିଲା ଲାଗି ଆନ୍ଧ୍ରପ୍ରଦେଶ ଗଲେ କଟକରୁ ୩ଟି ଏନଡିଆରଏଫ ଦଳ
ଆଜିର ଖବର

ବାତ୍ୟା ‘ମୋନ୍ଥା’ର ମୁକାବିଲା ଲାଗି ଆନ୍ଧ୍ରପ୍ରଦେଶ ଗଲେ କଟକରୁ ୩ଟି ଏନଡିଆରଏଫ ଦଳ

October 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
NDRF Teams Move to Andhra for Cyclone Mantha
NDRF Teams Move to Andhra for Cyclone Mantha

ଭୁବନେଶ୍ଵର: ବଙ୍ଗୋପସାଗରରେ ଆସନ୍ନ ଭୀଷଣ ବାତ୍ୟା ‘ମୋନ୍ଥା’ର ମୁକାବିଲା ଲାଗି କଟକରୁ ୩ଟି ଏନଡିଆରଏଫ ଦଳ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଛି। କଟକ ମୁଣ୍ଡଳି ତୃତୀୟ ବାଟାଲିୟନରୁ ଏହି ଦଳକୁ ପଠାଯାଇଛି। ପ୍ରତ୍ୟେକ ଦଳରେ ୩୫ଜଣ ଯବାନ ଜରୁରି ଉଦ୍ଧାର ସାମଗ୍ରୀ ସହିତ ଆସନ୍ନ ବାତ୍ୟା ସ୍ଥଳଭାଗ ଛୁଇଁବା ସ୍ଥାନରେ ମୁତୟନ ରହିବେ।

ବାତ୍ୟା ମାଡ଼ ହେବା ପରେ ଏନଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ସହିତ ରାସ୍ତା ସଫା ଏବଂ ଗଛ କାଟିବା କାମ କରିବେ ବୋଲି ଏନଡିଆରଏଫର ଅଧିକାରୀ ଧନଞ୍ଜୟ କୁମାର କହିଛନ୍ତି। ତୀର୍ଥବାସୀ ସାହୁଙ୍କ ନେତୃତ୍ବରେ ଏହି ଦଳରେ ବହୁ ଦକ୍ଷ ଯବାନ ଅଛନ୍ତି । ସେମାନେ ଆଜି ସ୍ବତନ୍ତ୍ର ବସ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଭିମୁଖେ ଯାତ୍ରା କରିଛନ୍ତି।

Cyclone Mantha NDRF Teams ଆନ୍ଧ୍ରପ୍ରଦେଶ ଏନଡିଆରଏଫ ଦଳ ବାତ୍ୟା ମୋନ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର, ଶେଷ ନିଃଶ୍ବାସ ତ୍ୟାଗ କଲେ ହ୍ୟୁମାନ ସାଗର

November 17, 2025

ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

November 17, 2025

JioHotstar: ଜିଓହଟଷ୍ଟାରରେ ବନତାରାର କାହାଣୀ, ଟ୍ରେଣ୍ଡିଂ କରୁଛି ଏହି ଧାରାବାହିକ

November 17, 2025

ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

November 17, 2025
Latest News

ଓଡିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର, ଶେଷ ନିଃଶ୍ବାସ ତ୍ୟାଗ କଲେ ହ୍ୟୁମାନ ସାଗର

November 17, 2025

ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

November 17, 2025

JioHotstar: ଜିଓହଟଷ୍ଟାରରେ ବନତାରାର କାହାଣୀ, ଟ୍ରେଣ୍ଡିଂ କରୁଛି ଏହି ଧାରାବାହିକ

November 17, 2025

ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

November 17, 2025

ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ – ୨୦୨୫ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.