Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତକୁ ବଡ ଝଟକା: ମହିଳା ବିଶ୍ୱକପ୍ ର ସେମିଫାଇନାଲ ପୂର୍ବରୁ ଆହତ ହେଲେ ଏହି ଓପନର
ଆଜିର ଖବର

ଭାରତକୁ ବଡ ଝଟକା: ମହିଳା ବିଶ୍ୱକପ୍ ର ସେମିଫାଇନାଲ ପୂର୍ବରୁ ଆହତ ହେଲେ ଏହି ଓପନର

October 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ଖେଳାଳି
ICC ର ତାଜା ୍ୟାଙ୍କିଙ୍ଗ୍: ଭାରତୀୟ ଓପନର୍ ଙ୍କ ଉନ୍ନତି, ଜାଣନ୍ତୁ ବୋଲରଙ୍କ ସ୍ଥିତି

ନୂଆଦିଲ୍ଲୀ: ୨୦୨୫ ମହିଳା ବିଶ୍ୱକପ୍ ର ସେମିଫାଇନାଲ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହେଉଛି। ଭାରତୀୟ ଦଳ ଅକ୍ଟୋବର ୩୦ ତାରିଖରେ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ। କିନ୍ତୁ ଏହା ପୂର୍ବରୁ ଭାରତର ଶକ୍ତିଶାଳୀ ଓପନର ପ୍ରତୀକା ରାୱଲ ଆହତ ହୋଇଛନ୍ତି। ଏହି ଆଘାତ ଯୋଗୁଁ ସେ ବିଶ୍ୱକପରୁ ବାଦ ପଡ଼ିଛନ୍ତି। ଅକ୍ଟୋବର ୨୬ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ସେ ଏହି ଆଘାତର ଶିକାର ହୋଇଥିଲେ।

ବର୍ଷା ପ୍ରଭାବିତ ଭାରତ ବନାମ ବାଂଲାଦେଶ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ପ୍ରତୀକା ରାୱଲ ପଡିଯାଇଥିଲେ। ତାଙ୍କର ପାଦ ମୋଡ଼ିହୋଇଯାଇଥିଲା ଏବଂ ତାଙ୍କ ଆଣ୍ଠୁ ଏବଂ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ତା’ପରେ ସପୋର୍ଟ ଷ୍ଟାଫ୍ ତାଙ୍କୁ ପଡ଼ିଆ ବାହାରକୁ ନେଇଯାଇଥିଲେ। ଏହା ପରେ ପ୍ରତୀକା ପଡ଼ିଆକୁ ଫେରିପାରିନଥିଲେ। ଏହି ସମୟରେ ଲଗାତାର ବର୍ଷା ଯୋଗୁଁ ଭାରତ ବନାମ ବାଂଲାଦେଶ ମ୍ୟାଚ୍‌ ଡ୍ର’ରେ ଶେଷ ହେଲା।

Icc Womens World Cup 2025 Indian Women's Cricket Team Pratika Rawal
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ୪ ଟି ସରଳ ଉପାୟରେ ଚିହ୍ନଟ କରିପାରିବେ ଅସଲି ଏବଂ ନକଲି ମହୁ

January 31, 2026

ଚାଣକ୍ୟ ନୀତି: ଏହି ଶ୍ରେଣୀର ଲୋକଙ୍କୁ ଆପଣ ବେଶୀ ବିଶ୍ବାସ କରନ୍ତି କି?, ତାହେଲେ ହୋଇଯା’ନ୍ତୁ ସାବଧାନ

January 31, 2026

ଚା’ରେ ଚିନି ବଦଳରେ ଗୁଡ଼ ବ୍ୟବହାର କରନ୍ତୁ, ଶରୀରକୁ ମିଳିବ ଅନେକ ଲାଭ

January 31, 2026

ବଦଳିବ ସହରାଞ୍ଚଳ ପାର୍କର ରୂପରେଖ: ସମୀକ୍ଷା କଲେ ମନ୍ତ୍ରୀ

January 31, 2026
Latest News

ଏହି ୪ ଟି ସରଳ ଉପାୟରେ ଚିହ୍ନଟ କରିପାରିବେ ଅସଲି ଏବଂ ନକଲି ମହୁ

January 31, 2026

ଚାଣକ୍ୟ ନୀତି: ଏହି ଶ୍ରେଣୀର ଲୋକଙ୍କୁ ଆପଣ ବେଶୀ ବିଶ୍ବାସ କରନ୍ତି କି?, ତାହେଲେ ହୋଇଯା’ନ୍ତୁ ସାବଧାନ

January 31, 2026

ଚା’ରେ ଚିନି ବଦଳରେ ଗୁଡ଼ ବ୍ୟବହାର କରନ୍ତୁ, ଶରୀରକୁ ମିଳିବ ଅନେକ ଲାଭ

January 31, 2026

ବଦଳିବ ସହରାଞ୍ଚଳ ପାର୍କର ରୂପରେଖ: ସମୀକ୍ଷା କଲେ ମନ୍ତ୍ରୀ

January 31, 2026

ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.