Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କଲେ ମେହେବୁବା
ଆଜିର ଖବର

ରାଜ୍ୟର ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କଲେ ମେହେବୁବା

August 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ କାଶ୍ମୀରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଏବେ ବେଶ୍‌ ସ୍ଥିତି ବେଶ୍‌ ଗୋଳମାଳିଆ ରହିଥିବାବେଳେ ରାଜନୈତିକ ନେତାମାନଙ୍କର ବୟାନ ବାଜି ମଧ୍ୟ କମ୍‌ ନାହିଁ । ଜମ୍ମୁ କାଶ୍ମୀରର ପରିସ୍ଥିତିକୁ ନେଇ ପିଡିପି ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି ।  କେନ୍ଦ୍ର ଜମ୍ମୁ କାଶ୍ମୀରରୁ ଯାତ୍ରୀ, ପର୍ଯ୍ୟଟକ ତଥା ଛାତ୍ରଙ୍କୁ କାଶ୍ମୀରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ମୁଫ୍‌ତି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଏବେ ମୋଦି ମାନବିକତା କୁଆଡେ ଗଲା । ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ ।  ଲୋକଙ୍କୁ ଏଭଳି ଭୟଭୀତ କରାଇବା ଦ୍ବାରା ରାଜ୍ୟର ସ୍ଥିତିକୁ ଅଧିକ ଗୋଳମାଳିଆ ହେବାକୁ ଯାଉଛି ବୋଲି କହିଛନ୍ତି ମୁଫ୍‌ତି । ମେହେବୁବା ମୁଫ୍‌ତି ଜମ୍ମୁକାଶ୍ମୀରର ଏକ ହୋଟେଲ୍‌ରେ ଆଞ୍ଚଳିକ ଦଳମାନଙ୍କ ସହିତ ଆଜି ଏକ ବୈଠକ କରୁଛନ୍ତି। କିନ୍ତୁ ରାଜ୍ୟ ପୁଲିସ୍‌ ସମସ୍ତ ହୋଟେଲ୍‌କୁ ରାଜନୈତିକ ବୈଠକ ରଦ୍ଦ କରିବା ପାଇଁ ନୋଟିସ୍‌ ଦେଇଛନ୍ତି । ମୁଫ୍‌ତି କହିଛନ୍ତି ଯେ, କେନ୍ଦ୍ର ସରକାର ଧାରା ୩୭୦ ଓ ଅନୁଚ୍ଛେଦ ୩୫ଏ କୁ ଉଠାଇବାକୁ ଚାହୁଁଛନ୍ତି, ଯାହାର ପରିଣାମ ବହୁତ ଭୟାନକ ହେବ । କେନ୍ଦ୍ର ସରକାର ଏହା ଉପରେ ସଫେଇ ଦେବା ଉଚିତ୍‌ ବୋଲି କହିଛନ୍ତି ମୁଫ୍‌ତି ।

Share. Facebook Twitter LinkedIn Email WhatsApp Copy Link

Related Posts

Chai Pe Charcha: ଭୁବନେଶ୍ବରର ଏକ ଛକର ଚା ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 21, 2025

ତାମିଲନାଡୁ ଗସ୍ତରେ ଯାଇ ଜୋହ କ୍ୟାମ୍ପସ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 21, 2025

ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହୋଇଛି ଭାରତ ପଲ୍ୟୁଟ୍ରି ଏକ୍ସପୋ-୨୦୨୫

September 21, 2025

ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟଝୁଡ଼ି ବିତରଣ କଲେ ରାଜ୍ୟପାଳ

September 21, 2025
Latest News

Chai Pe Charcha: ଭୁବନେଶ୍ବରର ଏକ ଛକର ଚା ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 21, 2025

ନମୋ ଯୁବ ରନ୍: ଭୁବନେଶ୍ୱରରେ ଆୟୋଜିତ ହେଲା ବିଶାଳ ଗଣ ଦୌଡ଼, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

September 21, 2025

ତାମିଲନାଡୁ ଗସ୍ତରେ ଯାଇ ଜୋହ କ୍ୟାମ୍ପସ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 21, 2025

ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହୋଇଛି ଭାରତ ପଲ୍ୟୁଟ୍ରି ଏକ୍ସପୋ-୨୦୨୫

September 21, 2025

ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟଝୁଡ଼ି ବିତରଣ କଲେ ରାଜ୍ୟପାଳ

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.