Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ପୋଲିସର ବଡ଼ ଧରଣର ଅଦଳବଦଳ: ୨୬ ଏସ୍‌ଆଇ ଏବଂ ଏଏସ୍‌ଆଇଙ୍କ ବଦଳି
ଆଜିର ଖବର

ଖୋର୍ଦ୍ଧା ପୋଲିସର ବଡ଼ ଧରଣର ଅଦଳବଦଳ: ୨୬ ଏସ୍‌ଆଇ ଏବଂ ଏଏସ୍‌ଆଇଙ୍କ ବଦଳି

November 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା
ଖୋର୍ଦ୍ଧା ଜିଲ୍ଲା ପୋଲିସର ବଡ଼ ଧରଣର ଅଦଳବଦଳ: ୨୬ ଏସ୍‌ଆଇ ଏବଂ ଏଏସ୍‌ଆଇଙ୍କ ବଦଳି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏସ୍‌ଆଇ ଏବଂ ଏଏସ୍‌ଆଇ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଏସପି ବିବେକାନନ୍ଦ ଶର୍ମା। ସମୁଦାୟ ୨୬ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇଙ୍କ ବଦଳି ହୋଇଛି। ନାଚୁଣୀ ଥାନାର ଏସ୍‌ଆଇ ଉଷାରାଣୀ ଦାସଙ୍କୁ ବେଗୁନିଆ ଥାନା, ବେଗୁନିଆ ଥାନା ଏସଆଇ ଉମାକାନ୍ତ ବେହେରାଙ୍କୁ ଟାଙ୍ଗୀ ଥାନା, ଆଦର୍ଶ ଥାନା ଏସଆଇ ସ୍ବାଗତିକା ଦାସଙ୍କୁ ଶିଳ୍ପାଞ୍ଚଳ ଥାନା, ଟାଙ୍ଗୀ ଥାନା ଏସ୍‌ଆଇ ସୁଜାତା ପଲେଇଙ୍କୁ ସଦର ଥାନା, ଟାଙ୍ଗୀ ଥାନା ଏସ୍‌ଆଇ ପ୍ରଫୁଲ କୁମାର ସାହୁଙ୍କୁ ବାଙ୍କୋଇ ଫାଣ୍ଡି, ବେଗୁନିଆ ଥାନା ଏସଆଇ ପ୍ରଦୀପ୍ତ ରାଉତତରାୟଙ୍କୁ ଟାଙ୍ଗା ଥାନା, ଟାଙ୍ଗୀ ଥାନା ଏସ୍‌ଆଇ ଲିଙ୍ଗରାଜ ସେଠଙ୍କୁ ବାଘମାରୀ ଥାନା, ସଦର ଥାନା ଏସ୍‌ଆଇ ଜୟନ୍ତ କୁମାର ଭଟ୍ଟଙ୍କୁ ଆଦର୍ଶ ଥାନା, ବାଙ୍କୋଇ ଫାଣ୍ଡି ଏସ୍‌ଆଇ ଗୌତମ ବେହେରାଙ୍କୁ ନାଚୁଣୀ ଥାନା, ସଦର ଥାନା ଏସ୍‌‌ଆଇ ଦେବସ୍ମିତା ବେହେରାଙ୍କୁ ଟାଙ୍ଗୀ ଥାନା, ବାଘମାରୀ ଥାନା ଏସଆଇ ଚନ୍ଦନ କୁମାର ଦାସଙ୍କୁ ସଦର ଥାନାକୁ ବଦଳି ହୋଇଛି।

ଅନୁରୂପ ଭାବେ ଧଳାପଥର ଫାଣ୍ଡି ଏଏସ୍‌ଆଇ ସୁଶାନ୍ତ କୁମାର ମଲିକଙ୍କୁ ଆଦର୍ଶ ଆନା, ଗଡମାଣତ୍ରି ବିଟ୍ ହାଉସ ଏଏସ୍‌ଆଇ ସରୋଜ କୁମାର ସେନାପତିଙ୍କୁ ବାଲୁଗାଁ ଥାନା, ବାଣପୁର ଥାନା ଏଏସ୍‌ଆଇ ସଞ୍ଜୟ କୁମାର ପାତ୍ରଙ୍କୁ ବେଗୁନିଆ ଥାନା, ବୋଲଗଡ଼ ଥାନା ଏଏସ୍‌ଆଇ ପ୍ରସନ୍ନ କୁମାର ଦଳେଇଙ୍କୁ ବାଣପୁର ଥାନା, ଜଙ୍କିଆ ଥାନା ଏଏସଆଇ ପ୍ରମୋଦ କୁମାର ଦଳେଇ ଏବଂ ଏଏସଆଇ ବିଦ୍ୟାଧର ମଲିକଙ୍କୁ ବାଣପୁର ଥାନା, ନାଚୁଣୀ ଥାନା ଏଏସଆଇ ପ୍ରଦୀପ କୁମାର ପ୍ରଧାନଙ୍କୁ ସଦର ଥାନା, ଆଦର୍ଶ ଥାନା ଏଏସଆଇ ଫୁଲମଣି ହମ୍ବ୍ରମଙ୍କୁ ଜଙ୍କିଆ ଥାନା, ସଦର ଥାନା ଏଏସଆଇ ମନୋଜ ବେହେରା ଏବଂ ବେଗୁନିଆ ଥାନା ଏଏସଆଇ ଜଗନ୍ନାଥ ପୂଜାରୀଙ୍କୁ ଟାଙ୍ଗୀ ଥାନା, ଆଦର୍ଶ ଥାନା ଏଏସଆଇ ଗଙ୍ଗାଧର ହମ୍ବ୍ରମଙ୍କୁ ନାଚୁଣୀ ଥାନା, ବାଣପୁର ଥାନା ଏଏସଆଇ ବସୁମତୀ ସାହୁଙ୍କୁ ଆଦର୍ଶ ଥାନା, ବାଲୁଗାଁ ଥାନା ଏଏସଆଇ ବାବୁଲା ମଲିକଙ୍କୁ ବୋଲଗଡ଼ ଥାନା, ନାଚୁଣୀ ଥାନା ଏଏସଆଇ ଆରାଧ୍ୟ ପ୍ରସାଦ ନାୟନଙ୍କୁ ଗଡମାଣତ୍ରି ବିଟ୍ ହାଉସ ଏବଂ ବାଣପୁର ଥାନା ଏଏସଆଇ ଅନୀଲ କୁମାର ନାୟକଙ୍କୁ ଧଳାପଥର ଫାଣ୍ଡିଙ୍କୁ ବଦଳି କରାଯାଇଛି। ତୁରନ୍ତ ନୂତନ ସ୍ଥାନରେ ଯୋଗଦେବା ଲାଗି ବିଭାଗୀୟ ନିର୍ଦ୍ଦେଶ ରହିଛି।

ଏଏସ୍‌ଆଇ ଏସ୍‌ଆଇ ଖୋର୍ଦ୍ଧା ଜିଲ୍ଲା ପୋଲିସ ବଡ଼ ଧରଣର ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ

January 30, 2026

ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ

January 30, 2026

ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ବାତିଲ ହେଲା ଏହି ସବୁ ଟ୍ରେନ

January 30, 2026

ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ୨୦ ରେ ଆଗତ ହେବ ବଜେଟ

January 30, 2026
Latest News

ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ

January 30, 2026

ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ

January 30, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026

ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ବାତିଲ ହେଲା ଏହି ସବୁ ଟ୍ରେନ

January 30, 2026

ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ୨୦ ରେ ଆଗତ ହେବ ବଜେଟ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.