Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମାଷ୍ଟମୀରେ ପ୍ରଭୃ ଜଗନ୍ନାଥ ମଧ୍ୟ ହେବେ ପୋଢୁଆଁ, ତେବେ ତାଙ୍କ ମାମୁଁ ଘର କେଉଁଠି? ଭାରରେ କଣ ଆସେ
ଆଜିର ଖବର

ପ୍ରଥମାଷ୍ଟମୀରେ ପ୍ରଭୃ ଜଗନ୍ନାଥ ମଧ୍ୟ ହେବେ ପୋଢୁଆଁ, ତେବେ ତାଙ୍କ ମାମୁଁ ଘର କେଉଁଠି? ଭାରରେ କଣ ଆସେ

November 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ପ୍ରଥମାଷ୍ଟମୀ
ଆସନ୍ତାକାଲି ପ୍ରଥମାଷ୍ଟମୀ, ପ୍ରଭୃ ଜଗନ୍ନାଥ ମଧ୍ୟ ହେବେ ପୋଢୁଆଁ, ତେବେ ତାଙ୍କ ମାମୁଁ ଘର କେଉଁଠି? କଣ ଆସେ ଭାର

ଭୁବନେଶ୍ବର: ଆସନ୍ତାକାଲି ହେଉଛି ପ୍ରଥମାଷ୍ଟମୀ। ବିଶ୍ବାସ ରହିଛି ମାର୍ଗଶୀର ଅଷ୍ଠମୀରେ ମାମୁଁଙ୍କ ଘରୁ ଭଣଜା ଭାଣଜୀଙ୍କ ପାଇଁ ଭାର ଆସେ। ସେଥିରେ ସେମାନେ ପୋଢୁଆଁ ବା ପୂଜା ହୋଇଥାଆନ୍ତି। ଏହିପରି ପ୍ରଥା କାହିଁ କେଉଁ କାଳରୁ ଓଡିଶାରେ ପାଳିତ ହୋଇଆସୁଛି। ଏହି ପ୍ରଥମାଷ୍ଠମୀରେ ମାମୁଁ ଘରୁ ଭାରରେ କଣ ଆସୁଛି ତାହାକୁ ଅପେକ୍ଷା କରିଥାନ୍ତି ଭଣଜାଭାଣଜୀ।

ତେବେ ଏହି ପରଂପରା ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଆସୁଛି। ମାର୍ଗଶୀର ଅଷ୍ଠମୀରେ ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଥାଏ ପ୍ରଥମାଅଷ୍ଠମୀ ବା ପୋଢୁଆଁ ଅଷ୍ଠମୀ। ଏହି ଦିନ ମହାପ୍ରଭୃଙ୍କର ସ୍ବତନ୍ତ୍ର ନୀତି ପାଳନ ହୋଇଥାଏ। ଏହି ପର୍ବ ଶ୍ରୀମନ୍ଦିର ଭିତରେ ପାଳନ କରାଯାଇଥାଏ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ମହାପ୍ରଭୃଙ୍କର ମାମୁଁ ଘର କେଉଁଠି? ସେଠାରୁ କଣ ପ୍ରତିବର୍ଷ ଅଷ୍ଟମୀ ଭାର ଆସିଥାଏ କି? ଯଦି ହଁ ତେବେ ସେହି ଭାରରେ ପ୍ରଭୃଙ୍କ ପାଇଁ କଣ କଣ ଆସେ?

ଏହାର ଉତ୍ତର ହେଲା ଯେ, ମହାପ୍ରଭୃଙ୍କ ମାମୁଁ ଘର ହେଉଛି କଟକ ନିଆଳିରେ ଥିବା ମାଧବାନନ୍ଦଜୀଉ ମଠ। ପ୍ରତିବର୍ଷ ଏହିପିଠରୁ ଶ୍ରୀମନ୍ଦିରକୁ ଭାର ଆସିଥାଏ। ମଠର ସେବକମାନେ ପରଂପରା ଅନୁସାରେ ବାହୁଙ୍ଗାରେ ବୋଝ ଝୁଲାଇ ସେଥିରେ ଭାର ଆଣିଥାନ୍ତି। ଏହି ଭାରରେ ତୁଳସୀ, ଫଳମୂଳ, ପାଟବସ୍ତ୍ର, ପିଠା ପ୍ରଭୃତି ଭାରରେ ପଠାଯାଇଥାଏ।

Prathmasthami ଜଗନ୍ନାଥଙ୍କ ମାମୁଁ ଘର ପୋଢୁଆଁ ଭାର ପ୍ରଥମାଷ୍ଟମୀ ମାଧବାନନ୍ଦଜୀଉ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ

November 11, 2025

ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ

November 11, 2025

ଏଭଳି ଟଙ୍କାବଣ୍ଟା ନିର୍ବାଚନ କେବେ ଦେଖି ନଥିଲି, ନୂଆପଡା ଉପନିର୍ବାଚନ ନେଇ କହିଲେ ଶ୍ରୀକାନ୍ତ ଜେନା

November 11, 2025

ନଭେମ୍ବର ୧୭ରୁ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ

November 11, 2025
Latest News

ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ

November 11, 2025

ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ

November 11, 2025

ଏଭଳି ଟଙ୍କାବଣ୍ଟା ନିର୍ବାଚନ କେବେ ଦେଖି ନଥିଲି, ନୂଆପଡା ଉପନିର୍ବାଚନ ନେଇ କହିଲେ ଶ୍ରୀକାନ୍ତ ଜେନା

November 11, 2025

ନଭେମ୍ବର ୧୭ରୁ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ

November 11, 2025

CBI Inquiry: ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି, ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ଅନୁମତି

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.