Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Kanji Anla Nabami: ଆଜି କାଞ୍ଜିଅଁଳା ନବମୀ, ଏହି ଦିନ ଶୁଖୁଆକୁ କାହିଁକି କରାଯାଏ ପୂଜା?
ଆଜିର ଖବର

Kanji Anla Nabami: ଆଜି କାଞ୍ଜିଅଁଳା ନବମୀ, ଏହି ଦିନ ଶୁଖୁଆକୁ କାହିଁକି କରାଯାଏ ପୂଜା?

November 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Kanji Anla Nabam
Kanji Anla Nabami: ଆଜି କାଞ୍ଜିଅଁଳା ନବମୀ, ଏହି ଦିନ ଶୁଖୁଆକୁ କାହିଁକି କରାଯାଏ ପୂଜା?

Kanji Anla Nabami: ଆଜି ହେଉଛି କାଞ୍ଜିଅଁଳା ନବମୀ। ପ୍ରଥମାଷ୍ଟମୀ ପରେ ପଡେ ଏହି କାଞ୍ଜିଅଁଳା ନବମୀ। ଏହି ପୂଜାର ବିଶେଷତ୍ବ ହେଲା ଯେ, ଏଥିରେ ଏକ ପିତାଶୁଖୁଆଙ୍କୁ ପୂଜା କରାଯାଏ। ସତକଥା, ଏହି ପୂଜାର ବିଧୀ ରହିଛି ଏହିପରି। ଏହି ନବମୀରେ ମହିଳାମାନେ ଏକ ପିତାଶୁଖୁଆଙ୍କୁ ହଳଦୀ କନା ଗୁଡାଇ ସିନ୍ଦୁର ଲଗାଇ ପୂଜା କରିଥାନ୍ତି। ଏହାକୁ ବୋହୂଭାବରେ ଶାଶୂମାନେ ପୂଜା କରନ୍ତି।

ତେବେ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପୂର୍ବକାଳରେ ଝିଅ ଅପେକ୍ଷା ପୁଅଙ୍କ ସଂଖ୍ୟା ଅଧିକ ଥିଲା। ପୁଅ ବିବାହ ଯୋଗ୍ୟ ହେବା ପରେ ତା ପାଇଁ କନ୍ୟା ମିଳିବା କଷ୍ଟକର ଥିଲା। ଫଳରେ ବିଶ୍ବାସ ରହିଛି କାଞ୍ଜିଅଁଳା ଦିନ ଶୁଖୁଆକୁ ପାଟ ଲୁଗା ପିନ୍ଧାଇ ବୋହୂ କରି ପୂଜା କଲେ ଘରକୁ ସତସତିକା ବୋହୂ ଆସିଥାଏ। ଏହି ବିଶ୍ବାସ ପାଇଁ ବହୁ କାଳରୁ କାଞ୍ଚିଅଁଳାରେ ଶୁଖୁଆ ପୂଜା ପ୍ରଚଳିତ ଅଛି। ଏହିଦିନ କାଞ୍ଜି ଭୋଗ ମଧ୍ୟ କରାଯାଇଥାଏ।

ସେତିକି ନୁହେଁ ଏହିସମୟରେ ଏକ ଧାନ କେଣ୍ଡା ବିଲରୁ ଉପାଡି ଅଣାଯାଏ। ତାହାକୁ ଖଳାରେ ରଖାଯାଇ ଧାନକେଣ୍ଡାର ଅଳ୍ପ ଦୂରରେ ଚାରିପଟେ ଗାତ ଖୋଳାଯାଏ। ସେହି ଗାତରେ ପାଣିଢାଳି ତା ଭିତରେ ବିଲରୁ ଧରାହୋଇଥିବା ଚେଙ୍ଗ ମାଛ ଜିଅନ୍ତା ଛଡାଯାଏ। ଏହାପରେ ସେଠାରେ ଭାତ, କାଞ୍ଜି, ଶୁଖୁଆ ବୋହୁଙ୍କୁ ପୂଜା କରାଯାଇଥାଏ।

କାଞ୍ଜିଅଁଳା ହେଉଛି ଏପରି ଏକ ଦିନ ଯେଉଁଠି ଶାଶୂ ବୋହୂକୁ ପୂଜା କରିବା ସହିତ ମୁଣ୍ଡିଆ ମାରିଥାଏ। ତେବେ ଆୟୁର୍ବେଦ ମତରେ ଏହି ସମୟରେ ଶୀତ ଆସୁଥିବାରୁ କାଞ୍ଜି ଦେହପାଇଁ ବେଶ ଉପକାରୀ। ଏପରିକି ହଳଦୀପତ୍ର ପିଠା ମଧ୍ୟ ହଜମ ଶକ୍ତିକୁ ବୃଦ୍ଧି କରିଥାଏ। ସେଥିପାଇଁ ଏହି ସମୟରେ ଋତୁକୁ ଲକ୍ଷ୍ୟ କରି ଭୋଗ ପ୍ରସ୍ତୁତ ହୋଇଥାଏ।

Kanji Anla Nabam କାଞ୍ଜିଅଁଳା ନବମୀ ଶୁଖୁଆ ପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026
Latest News

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.