Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାନୁଆରୀ ୯ ରୁ ମହିଳା ପ୍ରିମିୟର ଲିଗ୍: ଉଦଘାଟନୀ ମ୍ୟାଚ୍ MI vs RCB, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ଆଜିର ଖବର

ଜାନୁଆରୀ ୯ ରୁ ମହିଳା ପ୍ରିମିୟର ଲିଗ୍: ଉଦଘାଟନୀ ମ୍ୟାଚ୍ MI vs RCB, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

November 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମହିଳା ପ୍ରିମିୟର ଲିଗ୍
ଜାନୁଆରୀ ୯ ରୁ ମହିଳା ପ୍ରିମିୟର ଲିଗ୍: ଉଦଘାଟନୀ ମ୍ୟାଚ୍ MI vs RCB, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ମହିଳା ଟି-୨୦ କ୍ରିକେଟ୍ ପାଇଁ ସବୁଠାରୁ ବଡ଼ ପ୍ଲାଟଫର୍ମ, ମହିଳା ପ୍ରିମିୟର ଲିଗ୍ ୨୦୨୬ ପୁଣି ଥରେ ଚହଳ ପକାଇବାକୁ ପ୍ରସ୍ତୁତ। BCCI ଆଜି ସପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସୂଚୀ ପ୍ରକାଶ କରିଛି, ଯାହା ଶୁକ୍ରବାର, ଜାନୁଆରୀ ୯ ତାରିଖ ୨୦୨୬ ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (MI vs RCB) ମଧ୍ୟରେ ଏକ ହାଇ-ଭୋଲଟେଜ୍ ମ୍ୟାଚ୍ ସହିତ ଆରମ୍ଭ ହେବ। ୨୨ ମ୍ୟାଚ୍ ବିଶିଷ୍ଟ ଏହି ଲିଗ୍ ଫେବୃଆରୀ ୫ ତାରିଖ ୨୦୨୬ରେ ଫାଇନାଲ ସହିତ ଶେଷ ହେବ।

ଏହି ଦୁଇଟି ସହରକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି

ଏହି ବର୍ଷ, WPL-୨୦୨୬ ଟୁର୍ଣ୍ଣାମେଣ୍ଟ ଦୁଇଟି ସହରରେ ଖେଳାଯିବ: ନଭି ମୁମ୍ବାଇ ଏବଂ ବଡୋଦରା। ପ୍ରଥମ ୧୧ ଟି ମ୍ୟାଚ୍ ନଭି ମୁମ୍ବାଇରେ ଖେଳାଯିବ, ଯେତେବେଳେ ଅବଶିଷ୍ଟ ମ୍ୟାଚ୍ ବଡୋଦରାରେ ଖେଳାଯିବ।

ପାଞ୍ଚଟି WPL ଫ୍ରାଞ୍ଚାଇଜ୍ – ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଜଏଣ୍ଟ୍ସ – ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏଥର ପ୍ରତ୍ୟେକ ଦଳ ଟାଇଟଲ କବ୍ଜା କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ପ୍ରବେଶ କରିବାକୁ ଯାଉଛନ୍ତି।

WPL-୨୦୨୬ ସପୂର୍ଣ୍ଣ କାର୍ଯ୍ୟସୂଚୀ

୧. ଜାନୁଆରୀ ୯ (ଶୁକ୍ରବାର)– ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ନଭି ମୁମ୍ବାଇ

୨. ଜାନୁଆରୀ ୧୦ (ଶନିବାର)– ୟୁପି ୱାରିୟର୍ସ ବନାମ ଗୁଜୁରାଟ ଜଏଣ୍ଟ୍ସ, ନଭି ମୁମ୍ବାଇ

୩. ଜାନୁଆରୀ ୧୦ (ଶନିବାର)– ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ନଭି ମୁମ୍ବାଇ

୪. ଜାନୁଆରୀ ୧୧ (ରବିବାର)– ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଗୁଜୁରାଟ ଜଏଣ୍ଟ୍ସ, ନଭି ମୁମ୍ବାଇ

୫. ଜାନୁଆରୀ ୧୨ (ସୋମବାର)– ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ୟୁପି ୱାରିୟର୍ସ, ନଭି ମୁମ୍ବାଇ

୬. ଜାନୁଆରୀ ୧୩ (ମଙ୍ଗଳବାର)– ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜୁରାଟ ଜଏଣ୍ଟ୍ସ, ନଭି ମୁମ୍ବାଇ

୭. ଜାନୁଆରୀ ୧୪ (ବୁଧବାର)– ୟୁପି ୱାରିୟର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ନଭି ମୁମ୍ବାଇ

୮. ଜାନୁଆରୀ ୧୫ (ଗୁରୁବାର)– ମୁମ୍ବାଇ ଇଣ୍ଡିଆନ୍ସ ବନାମ ୟୁପି ୱାରିୟର୍ସ, ନଭି ମୁମ୍ବାଇ

୯. ଜାନୁଆରୀ ୧୬ (ଶୁକ୍ରବାର)– ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଗୁଜୁରାଟ ଜଏଣ୍ଟ୍ସ, ନଭି ମୁମ୍ବାଇ

୧୦. ୧୭ ଜାନୁଆରୀ (ଶନିବାର)- ୟୁପି ୱାରିୟର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ନଭି ମୁମ୍ବାଇ

୧୧. ଜାନୁଆରୀ ୧୭ (ଶନିବାର)- ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ନଭି ମୁମ୍ବାଇ

୧୨. ଜାନୁଆରୀ ୧୯ (ସୋମବାର)- ଗୁଜରାଟ ଜଏଣ୍ଟ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ବଡୋଦରା

୧୩. ଜାନୁଆରୀ ୨୦ (ମଙ୍ଗଳବାର)- ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ବଡୋଦରା

୧୪. ଜାନୁଆରୀ ୨୨ (ଗୁରୁବାର)- ଗୁଜରାଟ ଜାଏଣ୍ଟ୍ସ ବନାମ ୟୁପି ୱାରିୟର୍ସ, ବଡୋଦରା

୧୫. ଜାନୁଆରୀ ୨୪ (ଶନିବାର)- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବଡୋଦରା

୧୬. ଜାନୁଆରୀ ୨୬ (ସୋମବାର)- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ, ବଡୋଦରା

୧୭. ଜାନୁଆରୀ ୨୭ (ମଙ୍ଗଳବାର)- ଗୁଜୁରାଟ ଜଏଣ୍ଟ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବଡୋଦରା

୧୮. ଜାନୁଆରୀ ୨୯ (ଗୁରୁବାର)- ୟୁପି ୱାରିୟର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ବଡୋଦରା

୧୯. ଜାନୁଆରୀ ୩୦ (ଶୁକ୍ରବାର)- ଗୁଜରାଟ ବନାମ ମୁମ୍ବାଇ – ବଡୋଦରା

୨୦. ଫେବୃଆରୀ ୧ (ରବିବାର)- ଦିଲ୍ଲୀ ବନାମ ୟୁପି, ବଡୋଦରା

୨୧. ଫେବୃଆରୀ ୩ (ମଙ୍ଗଳବାର) – ଏଲିମିନେଟର, ବଡୋଦରା

୨୨. ଫେବୃଆରୀ ୫ (ଗୁରୁବାର) – ଫାଇନାଲ, ବଡୋଦରା।

Full Schedule MI VS RCB WOMENS PREMIER LEAGUE WPL
Share. Facebook Twitter LinkedIn Email WhatsApp Copy Link

Related Posts

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Latest News

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.