Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ
ଆଜିର ଖବର

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

December 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
hinjili police
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):c ଅନ୍ତର୍ଗତ ମକରଝୋଳ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସାମ୍ନାରେ ଏକ ଅଜଣା ଗାଡ଼ି ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ଗୁରୁତର ଆହତ ଅବସ୍ଥାରେ ବୃଦ୍ଧ ଜଣକ ରାସ୍ତା କଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାକୁ ପଠାଇ ଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଘଟଣାସ୍ଥଳରେ ସଂଯୋଗ ହୋଇଥିବା ସିସିଟିଭି ଫୁଟେଜ କ୍ୟାମେରା ମାଧ୍ୟମରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଅନୁସନ୍ଧାନ ଚଳାଇଛନ୍ତି। ଅନ୍ୟ ପକ୍ଷରେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଆଜି ଶବ ବ୍ୟବଚ୍ଛେଦ ପରେ ବୃଦ୍ଧ ଜଣଙ୍କର ପରିବାର ବର୍ଗଙ୍କ ଅନୁସନ୍ଧାନ କରିବା ସହ ଦୁର୍ଘଟଣା ଗ୍ରସ୍ତ ଗାଡ଼ି କୁ ଯଥା ଶୀଘ୍ର ଧରାଯିବ ବୋଲି ପୋଲିସ ଠାରୁ ପ୍ରକାଶ।

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ ବୃଦ୍ଧଙ୍କର ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025

ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

December 10, 2025

ହାଇଦ୍ରାବାଦରେ ଚମକିଲା ଓଡିଶା ପର୍ଯ୍ୟଟନ: ଜିତିଲା “ଭାରତରେ ଶ୍ରେଷ୍ଠ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସ” ପୁରସ୍କାର

December 10, 2025

ଡିସେମ୍ବରରେ ଦୁଇଟି ପ୍ରମୁଖ ଅନ୍ତର୍ଜାତୀୟ ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କରିବ ଆଇଆଇଆଇଟି ଭୁବନେଶ୍ୱର

December 10, 2025
Latest News

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025

ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

December 10, 2025

ଲିଙ୍କଡିନ୍‌ରେ ଦାବିହୀନ ସମ୍ପତ୍ତି ବିଷୟରେ ଆକର୍ଷଣୀୟ ତଥ୍ୟ ସେୟାର କଲେ ପ୍ରଧାନମନ୍ତ୍ରୀ 

December 10, 2025

ହାଇଦ୍ରାବାଦରେ ଚମକିଲା ଓଡିଶା ପର୍ଯ୍ୟଟନ: ଜିତିଲା “ଭାରତରେ ଶ୍ରେଷ୍ଠ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସ” ପୁରସ୍କାର

December 10, 2025

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.