Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ, ଅସିତ ତ୍ରିପାଠୀଙ୍କୁ ନିଜ ବିଭାଗ ସହିତ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ
ଆଜିର ଖବର

ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ, ଅସିତ ତ୍ରିପାଠୀଙ୍କୁ ନିଜ ବିଭାଗ ସହିତ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ

August 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଶାସନକ ସ୍ତରରେ ବଡ ଧରଣର ଅଦଳ ବଦଳ, ଅସିତ ତ୍ରିପାଠୀଙ୍କୁ ନିଜ ବିଭାଗ ସହିତ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ
ପ୍ରଶାସନକ ସ୍ତରରେ ବଡ ଧରଣର ଅଦଳ ବଦଳ, ଅସିତ ତ୍ରିପାଠୀଙ୍କୁ ନିଜ ବିଭାଗ ସହିତ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ

ସମୀକ୍ଷା ବ୍ୟୁରୋ

ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଉନ୍ନୟନ କମିଶନର ଥିବା ୧୯୮୬ ବ୍ୟାଚ୍‍ ଆଇଏଏସ୍‍ ଅଫିସର ଅସୀତ କୁମାର ତ୍ରିପାଠୀଙ୍କୁ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ତ୍ରିପାଠୀ ଏବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଉନ୍ନୟନ କମିଶନର ସହିତ ଗୃହ ସଚିବ ଦାୟିତ୍ୱରେ ମଧ୍ୟ ଅଛନ୍ତି। ସେହିପରି ଅନ୍ୟ ଯେଉଁ ଅଧିକାରୀଙ୍କ ବଦଳି ହୋଇଛି ସେମାନେ ହେଲେ

1-ଅସୀତ କୁମାର ତ୍ରିପାଠୀ- ଗୃହ ସଚିବ ଉନ୍ନୟନ କମିଶନର ସହ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ

2-ସୁଦର୍ଶନ ପାଲ ଠାକୁର- ମହାନିର୍ଦ୍ଦେଶକ, ଗୋପବନ୍ଧୁ ଏକାଡେମୀ ।

3-ସି.ଜେ.ଭେନୁଗୋପାଳ- ରାଜସ୍ୱ ବୋର୍ଡ ସଦସ୍ୟ

4-ନିତେନ ଚନ୍ଦ୍ରା -ସାଧାରଣ ପ୍ରଶାସନ ବିଭାଗର ଓଏସ୍‍ଡି

5-ଦେଓ ରଞ୍ଜନ କୁମାର ସିଂହ- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ସହ ଅତିରିକ୍ତ ଭାବେ ବିଜ୍ଞାନ ଓ କାରିଗରି ବିଦ୍ୟା ଦାୟିତ୍ବ

6-ରଞ୍ଜନା ଚୋପ୍ରା- ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ

7-ସୁଶୀଲ କୁମାର ଲୋହାନୀ- ଅବକାରୀ ସଚିବ ସହିତ ଅତିରିକ୍ତ ଭାବେ ବାଣିଜ୍ୟ କର କମିଶନର ଦାୟିତ୍ୱ

8-ଭି ଭି ଯାଦବ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସହିତ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ

9-ଅରୁଣ ବୋଥ୍ରା, ଆଇପିଏସ -ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ।

10-ଆର. ରଘୁ ପ୍ରସାଦ, ଆଇଏଫଏସ- ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ।

11-ବିଶାଳ ଗଗନ- ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ

12-ଭାଷ୍କର ଜ୍ୟୋତି ଶର୍ମା -ଏସ୍‍ଏସ୍‍ଇପିଡିର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

13-ଡକ୍ଟର କ୍ରିଷନ କୁମାର- ପୂର୍ତ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

14-ଅର୍ଚ୍ଚନା ପଟ୍ଟନାୟକ- ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ

15-ସଚିନ ରାମଚନ୍ଦ୍ର ଯାଦବଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

16-ସାଦିକ ଆଲାମ- ସିଏମ୍‍ଜିର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।

17-ସୁରେନ୍ଦ୍ର କୁମାର ମୀନା- ରାଜସ୍ବ ପର୍ଷଦର ସଚିବ ସହିତ ପୂର୍ତ୍ତ ବିଭାଗର ଉପସଚିବ ଭାବେ ଅତିରିକ୍ତ ଦାୟିତ୍ୱ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍, ଜାଣନ୍ତୁ କାରଣ

January 23, 2026

ଭୁବନେଶ୍ବର ନାକାଗେଟ ଛକ ଠାରୁ କାଟେଣୀ ପର୍ଯ୍ୟନ୍ତ ରାସ୍ତା ହେବ ଚାରି ଲେନ

January 23, 2026

ଆଜି ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ: ଜାଣନ୍ତୁ କାର୍ଯ୍ୟକ୍ରମ

January 23, 2026

ଭାରତର କାହାଣୀ କହିବା ପରମ୍ପରା ଏବଂ ଓ୍ବେଭ୍ସର ପରିକଳ୍ପନାକୁ ପ୍ରଦର୍ଶିତ କରିବ ପ୍ରଜ୍ଞାପନ ମେଢ

January 23, 2026
Latest News

ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍, ଜାଣନ୍ତୁ କାରଣ

January 23, 2026

Davos World Economic Forum: ତେଲେଙ୍ଗାନା ସ୍ବାକ୍ଷରିତ କଲା 30,000 କୋଟି ଟଙ୍କାର ବୁଝାମଣା

January 23, 2026

ଭୁବନେଶ୍ବର ନାକାଗେଟ ଛକ ଠାରୁ କାଟେଣୀ ପର୍ଯ୍ୟନ୍ତ ରାସ୍ତା ହେବ ଚାରି ଲେନ

January 23, 2026

ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

January 23, 2026

ଆଜି ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ: ଜାଣନ୍ତୁ କାର୍ଯ୍ୟକ୍ରମ

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.