Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭାରତ ରତ୍ନ ପ୍ରଦାନ କରିବେ ରାଷ୍ଟ୍ରପତି : ପ୍ରଣବ ମୁଖାର୍ଜୀ, ଭୂପନେ ହଜାରିକା ଓ ନାନାଜୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ
ଆଜିର ଖବର

ଆଜି ଭାରତ ରତ୍ନ ପ୍ରଦାନ କରିବେ ରାଷ୍ଟ୍ରପତି : ପ୍ରଣବ ମୁଖାର୍ଜୀ, ଭୂପନେ ହଜାରିକା ଓ ନାନାଜୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ

August 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ତେବେ ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ଏହା ମରୋଣତ୍ତର ଭାବେ ପ୍ରଦାନ କରାଯିବ। ଭାରତର ୧୩ତମ ରାଷ୍ଟ୍ରପତି ହେଉଛନ୍ତି ପ୍ରଣବ ମୁଖାର୍ଜୀ । ରାଷ୍ଟ୍ରପତି ହେବା ପୂର୍ବରୁ ଅର୍ଥମନ୍ତ୍ରାଳୟ ଓ ଆର୍ଥିକ ମନ୍ତ୍ରାଳୟ ରାଷ୍ଟ୍ରୀୟ ନେତୃତ୍ବ ନେଇଛନ୍ତି । କଂଗ୍ରେସର ସଂକଟମୋଚକ ଭାବରେ ପ୍ରଣବ ମୁଖାର୍ଜୀ ବେଶ୍‌ ପରିଚିତ । ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶର ଆର୍ଥିକ ନୀତି ନିର୍ଣ୍ଣୟରେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ହିସାବରେ ପ୍ରଣବ ମୁଖାର୍ଜୀ ବେଶ୍‌ ପରିଚିତ । ମହାରାଷ୍ଟ୍ରର ହିଙ୍ଗୋଲିରେ ୧୧ ଅକ୍ଟୋବର ୧୯୧୬ରେ ଜନ୍ମ ନେଇଥିବା ନାନାଜୀ ଜନସଂଘର ସଂସ୍ଥାପକରେ ସାମିଲ୍‌ ରହିଥିବାବେଳେ ଜଣେ ସମାଜସେବୀ ମଧ୍ୟ ଥିଲେ ନାନାଜୀ । ୧୯୭୭ରେ ମୋରାଜୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ ନାନଜୀ । ସେହିପରି ଆସାମର ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ଭୂପେନ ହଜାରିକା । ଜଣେ ପ୍ରସିଦ୍ଧି ଗୀତିକାର, ସଙ୍ଗୀତକାର ତଥା ଗାୟକ ଭାବରେ ଭୂପେନ ହଜାରିକା ବେଶ୍‌ ପ୍ରସିଦ୍ଧ । ୧୯୯୨ରେ ଭାରତୀୟ ଫିଲ୍ମ ଦୁନିଆର ସର୍ବଶ୍ରଷ୍ଠ ସମ୍ମାନ ଦାଦା ସାହେବ ଫାଲ୍‌କେ ସହିତ ୨୦୧୧ ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ଭୂପେନ ହଜାରିକା ।  ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨୫ରେ ଭାରତ ରତ୍ନ ପାଇଁ ନାମ ତାଲିକା ଘୋଷଣା କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026

ରାଜ୍ୟସଭା ନିର୍ବାଚନ: ଆଜି ୩୭ ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ

March 5, 2026
Latest News

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026

ରାଜ୍ୟସଭା ନିର୍ବାଚନ: ଆଜି ୩୭ ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.