Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦ତମ ମେଲ୍‌ବୋର୍ଣ୍ଣ ଫିଲ୍ମୋତ୍ସବ ଆରମ୍ଭ : ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଲେ ବିଜୟ ସେଥୁପତି
ଆଜିର ଖବର

୧୦ତମ ମେଲ୍‌ବୋର୍ଣ୍ଣ ଫିଲ୍ମୋତ୍ସବ ଆରମ୍ଭ : ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଲେ ବିଜୟ ସେଥୁପତି

August 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜିଠାରୁ ମେଲ୍‌ବୋର୍ଣ୍ଣଠାରେ ୧୦ ଭାରତୀୟ ଫିଲ୍ମୋତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବରେ ଭାରତୀୟ ସିନେମାର ଅନେକ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଶାହରୁଖ୍‌ ଖାନ୍‌, ବିଜୟ ସେଥୁପତି, ଗାୟତ୍ରୀ ଶଙ୍କର, ତବୁ, କରଣ ଜୋହର, ଶ୍ରୀରାମ ରାଘବନ୍‌, ରୀମା ଦାସ ଓ ଜୋୟା ଅଖତରଙ୍କ ପରି ଲୋକପ୍ରିୟ ଅଭିନେତା ଓ ନିର୍ମାତା ନିର୍ଦ୍ଦେଶକ ଏଠାରେ ଉପସ୍ଥିତ ରହିଥିଲେ । ଏହି ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ବଲିଉଡ୍‌ ଫିଲ୍ମ ଅନ୍ଧାଧୁନ୍‌, ଗଲି ବୟ, ବଧାଇ ହୋ ଓ ସୁଇ ଧାରା ପରି ଫିଲ୍ମଗୁଡ଼ିକ ମନୋନୀତ ହୋଇଛନ୍ତି । ତେବେ ବିଜୟ ସେଥୁପତିଙ୍କ ତାମିଲ୍‌ ସୁପରହିଟ୍‌ ଫିଲ୍ମ ‘ଡିଲକ୍ସ’ ପାଇଁ ଶ୍ରେଷ୍ଠ ଅଭିନେତା ଓ ଏହି ଫିଲ୍ମର ନିର୍ଦ୍ଦେଶକ ତ୍ୟାଗରାଜନ୍‌ କୁମାରାଜାଙ୍କୁ ସମ୍ମାନିତ କରାଯାଇଛି । ସୁପରଷ୍ଟାର୍‌ ଶାହରୁଖ୍‌ ଏହି ଅବସରରେ ଦର୍ଶକଙ୍କୁ ସମ୍ବୋଧିତ କରିଥିବାବେଳେ ନିର୍ମାତା ନିର୍ଦ୍ଦେଶକ ମଞ୍ଚ ସମ୍ଭାଳି ଥିଲେ । ଅଗଷ୍ଟ ୮ରୁ ଅଗଷ୍ଟ ୧୫ ମଧ୍ୟରେ ହେବାକୁ ଥିବା ଏହି ଫିଲ୍ମୋତ୍ସବରେ ୬୦ଟି ଭାରତୀୟ ଫିଲ୍ମ  ଓ ୨୨ରୁ ଅଧିକ ଭାଷାରେ ନିର୍ମିତ ଫିଲ୍ମଗୁଡ଼ିକ ପ୍ରଦର୍ଶିତ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026
Latest News

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.