Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ
ଆଜିର ଖବର

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୁଳି କରି ହତ୍ୟା
କାନାଡାରେ ଆଉ ଜଣେ ଭାରତୀୟକୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ଉପକଣ୍ଠରେ ଥିବା ଏକ ବାର୍ ରେ ପଶି ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ, ଏହା ଚଳିତ ମାସରେ ଦେଶରେ ଦ୍ୱିତୀୟ ଏପରି ବଡ଼ ଗୁଳିକାଣ୍ଡ।

ଜୋହାନ୍ସବର୍ଗରୁ ପ୍ରାୟ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ବେକର୍ସଡାଲ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଆକ୍ରମଣ ପ୍ରାୟ ରାତି ୧ ଟାରେ ହୋଇଥିଲା। ପୋଲିସ ପ୍ରଥମେ ମୃତ୍ୟୁ ସଂଖ୍ୟା ୧୦ ବୋଲି ରିପୋର୍ଟ କରିଥିଲା, କିନ୍ତୁ ପରେ ଏହାକୁ ୯ ରେ ସଂଶୋଧିତ କରିଛି।

Breaking News Johannesburg South Africa Shooting
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ

April 8, 2026

ଆସନ୍ତାକାଲିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 8, 2026

ମାତ୍ର ୨୫ଟି ଶବ୍ଦ ଲେଖିପାରିଲେନି ୩ କ୍ଲର୍କ: ପିଅନ ପଦବୀରେ ନିଯୁକ୍ତ କଲେ ଜିଲ୍ଲାପାଳ

April 8, 2026

ସିମଲାରେ ଆରମ୍ଭ ହେଲା ଦକ୍ଷିଣ ଏସୀୟ ଟେବୁଲ ଟେନିସ୍ ଯୁବ ଚାମ୍ପିଅନସିପ୍ 

April 8, 2026
Latest News

ସୋଆ ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ

April 8, 2026

ଆସନ୍ତାକାଲିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 8, 2026

ମାତ୍ର ୨୫ଟି ଶବ୍ଦ ଲେଖିପାରିଲେନି ୩ କ୍ଲର୍କ: ପିଅନ ପଦବୀରେ ନିଯୁକ୍ତ କଲେ ଜିଲ୍ଲାପାଳ

April 8, 2026

ସିମଲାରେ ଆରମ୍ଭ ହେଲା ଦକ୍ଷିଣ ଏସୀୟ ଟେବୁଲ ଟେନିସ୍ ଯୁବ ଚାମ୍ପିଅନସିପ୍ 

April 8, 2026

ପୁଣି ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ବର୍ଷା ଆଶଙ୍କା!: ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.