Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜୁଏଲ୍ସ ଆଣିଛି ଆଇକନିକ ଡ୍ରିମ ଡାଇମଣ୍ଡ ସେଲ ସହିତ ମାଗଣା ଗୋଲ୍ଡ କଏନ ଅଫର
ଆଜିର ଖବର

ରିଲାଏନ୍ସ ଜୁଏଲ୍ସ ଆଣିଛି ଆଇକନିକ ଡ୍ରିମ ଡାଇମଣ୍ଡ ସେଲ ସହିତ ମାଗଣା ଗୋଲ୍ଡ କଏନ ଅଫର

December 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ଜୁଏଲ୍ସ 
ରିଲାଏନ୍ସ ଜୁଏଲ୍ସ ଆଣିଛି ଆଇକନିକ ଡ୍ରିମ ଡାଇମଣ୍ଡ ସେଲ ସହିତ ମାଗଣା ଗୋଲ୍ଡ କଏନ ଅଫର

ମୁମ୍ବାଇ: ରିଲାଏନ୍ସ ଜୁଏଲ୍ସ ପୁଣିଥରେ ଆଣିଛି ଏହାର ଅତ୍ୟନ୍ତ ପ୍ରିୟ ଡ୍ରିମ ଡାଇମଣ୍ଡ ସେଲ ଯାହା ଗ୍ରାହକମାନଙ୍କୁ ଏହି ଉତ୍ସବ ଋତୁକୁ ଆକର୍ଷଣୀୟ ଓ ଆନନ୍ଦମୟ ଭାବେ ପାଳନ କରିବାର ଏକ ସୁନ୍ଦର ସୁଯୋଗ ଦେଉଛି। ଏହି ସେଲ ୨୭ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହା ଠିକ୍ ସେହି ସମୟରେ ଆସୁଛି ଯେତେବେଳେ ଲୋକମାନେ ବର୍ଷ ଶେଷ ଉପହାର, ଉତ୍ସବ କ୍ରୟ ଓ ନୂଆବର୍ଷକୁ ଏକ ସ୍ମରଣୀୟ ଜିନିଷ ସହିତ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।

ଏଥରର ଡ୍ରିମ ଡାଇମଣ୍ଡ ସେଲକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯାହା ପ୍ରଥମ ଥର ହୀରା କିଣୁଥିଲେ, ଉତ୍ସବ ପାଳନ ପାଇଁ କିଣୁଥିଲେ କିମ୍ବା ଦୀର୍ଘଦିନର ଇଚ୍ଛାପୂରଣ କରୁଥିଲେ, ହୀରା କ୍ରୟକୁ ସମସ୍ତଙ୍କ ପାଇଁ ସୁଲଭ କରିବ। ପ୍ରତି ୨୫,୦୦୦ ଟଙ୍କାର ହୀରା ଗହଣା ଖର୍ଚ୍ଚରେ ଗ୍ରାହକମାନଙ୍କୁ ମିଳୁଛି ୦.୨୫ ଗ୍ରାମ ସୁନା କଏନ ମାଗଣାରେ। ଏହି ଋତୁରେ ହୀରା ଓ ସୁନା ଏକାଠି ଘରକୁ ଆଣିବାର ଏକ ବିଶେଷ ସୁଯୋଗ ରହିଛି ଯାହା କ୍ରୟକୁ ଆହୁରି ଅର୍ଥପୂର୍ଣ୍ଣ ଓ ସ୍ମରଣୀୟ କରୁଛି। ଏହା ବ୍ୟତୀତ ସେଲ ଅବଧି ମଧ୍ୟରେ ୭୫,୦୦୦ ଟଙ୍କା ଓ ତା’ଠାରୁ ଅଧିକ ମୂଲ୍ୟର ସୁନା ଗହଣା କ୍ରୟ କଲେ ସୁନା ଗଢା ମଜୁରୀ ଖର୍ଚ୍ଚ ଉପରେ ସିଧାସଳଖ ୨୦% ରିହାତି ମିଳୁଛି।

ରିଲାଏନ୍ସ ଜୁଏଲ୍ସ ଷ୍ଟୋରରେ ଦୈନନ୍ଦିନ ପିନ୍ଧାଯାଉଥିବା କାନ ଫୁଲ, ମୁଦି, ଚେନ୍ ଠାରୁ ଆରମ୍ଭ କରି ଚୋକର, ବିବାହ ଗହଣା ଭଳି ଷ୍ଟେଟମେଣ୍ଟ ଡିଜାଇନ୍ ପର୍ଯ୍ୟନ୍ତ ଯେକୌଣସି ଡାଇମଣ୍ଡ ଗହଣା ଚୟନ ପାରିବେ। ପ୍ରତ୍ୟେକ ଶୈଳୀ, ଉତ୍ସବ ଓ ବ୍ୟକ୍ତିଗତ ମାଇଲଖୁଣ୍ଟ ପାଇଁ ଏଠାରେ କିଛି ନା କିଛି ନିହାତି ରହିଛି।

ଡ୍ରିମ୍ ଡାଇମଣ୍ଡ ସେଲ୍ ଗହଣା ପ୍ରେମୀମାନଙ୍କୁ ହୀରାକୁ ଅନୁଭବ କରିବା ଓ ଯୋଗ୍ୟ କ୍ରୟରେ ସୁନା ମଧ୍ୟ ଘରକୁ ଆଣିବାର ଏକ ଅର୍ଥପୂର୍ଣ୍ଣ କାରଣ ଦେଉଛି। ଏହି ସେଲ୍ ଭାରତର ୧୪୫ରୁ ଅଧିକ ରିଲାଏନ୍ସ ଜୁଏଲ୍ସ ଷ୍ଟୋରରେ ଉପଲବ୍ଧ।

Dream Diamond Sale Free Gold Coin Offer Reliance Jewels
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.