Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଂଲାଦେଶ: ଗତ ୫ ଦିନରେ ୬ ହିନ୍ଦୁ ପରିବାର ଉପରେ ଆକ୍ରମଣ
ଆଜିର ଖବର

ବାଂଲାଦେଶ: ଗତ ୫ ଦିନରେ ୬ ହିନ୍ଦୁ ପରିବାର ଉପରେ ଆକ୍ରମଣ

December 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଂଲାଦେଶ: ଗତ ୫ ଦିନରେ ୬ ହିନ୍ଦୁ ପରିବାର ଉପରେ ଆକ୍ରମଣ
ବାଂଲାଦେଶ: ଗତ ୫ ଦିନରେ ୬ ହିନ୍ଦୁ ପରିବାର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କମିବାର ନାଁ ଧରୁନାହିଁ। ଦୁଇ ହିନ୍ଦୁ ଯୁବକଙ୍କ ନିର୍ମମ ହତ୍ୟା ବ୍ୟତୀତ, ପୋଡ଼ାଜଳା ଘଟଣା ସାଧାରଣ ହେବାରେ ଲାଗିଛି। ଏହିକ୍ରମରେ ଗତ ୫ ଦିନରେ ଚଟୋଗ୍ରାମରେ ଅତି କମରେ ଛଅଟି ହିନ୍ଦୁ ପରିବାରକୁ ଟାର୍ଗେଟ କରାଯାଇଛି।

ମଙ୍ଗଳବାର ସକାଳେ ରାଉଜାନ ମ୍ୟୁନିସିପାଲିଟିର ସୁଲତାନପୁର ୱାର୍ଡ ୫ ରେ ଏକ ଘରକୁ ନିଆଁ ଲଗାଯାଇଥିଲା। ଅଭିଯୋଗ ହୋଇଛି ଯେ, ଦୁର୍ବୃତ୍ତମାନେ ବାହାରୁ ଦ୍ୱାର ବନ୍ଦ କରିଦେଇଥିଲେ। ପଭୋର ସମୟରେ ଘଟିଥିବା ଏହି ଘଟଣା ସମୟରେ ଘରର ଲୋକମାନେ ବାଡ଼ ଡେଇଁ ଖସି ପଳାଇବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ କିରୋସିନରେ ଭିଜା ପୋଷାକ ଉଦ୍ଧାର କରାଯାଇଛି।

ପୋଲିସ ଅଧିକାରୀମାନେ ଦାବି କରିଛନ୍ତି ଯେ, ଏପରି ଘଟଣା ରୋକିବା ପାଇଁ ପଡ଼ୋଶୀ କମିଟି ଗଠନ କରାଯାଇଛି ଏବଂ ରାତି ପାଟ୍ରୋଲିଂ ଆରମ୍ଭ କରାଯାଇଛି।

bangladesh hindu violence
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.