Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ପାଇଁ ବିଜେପିର ପ୍ରସ୍ତୁତି ଆରମ୍ଭ, ନିଯୁକ୍ତ ହେଲେ ନିର୍ବାଚନୀ ପ୍ରଭାରୀ
ଆଜିର ଖବର

ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ପାଇଁ ବିଜେପିର ପ୍ରସ୍ତୁତି ଆରମ୍ଭ, ନିଯୁକ୍ତ ହେଲେ ନିର୍ବାଚନୀ ପ୍ରଭାରୀ

August 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
amit saha

ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା ଓ ଝାରଖଣ୍ଡ ଆଦି ଚାରୋଟି ରାଜ୍ୟର ବିଧାନସଭା  ନିର୍ବାଚନ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତିରେ ବିଜେପି ଲାଗିପଡ଼ିଲାଣି। ଦିଲ୍ଲୀ ଛାଡ଼ି ଅନ୍ୟ ତିନୋଟି ରାଜ୍ୟରେ ବିଜେପିର ସରକାର ରହିଥିବାବେଳେ ବିଜେପି ବିଧାନସଭାରେ ଉତ୍ତମ ପ୍ରଦର୍ଶନ ତଥା ଦିଲ୍ଲୀରେ କ୍ଷମତା ପାଇଁ ଜୋରସୋର୍ ଉଦ୍ୟମ କରୁଛି। ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍‌ ଶାହା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡ୍‌କରଙ୍କୁ ଦିଲ୍ଲୀର ନିର୍ବାଚନୀ ପ୍ରଭାବୀ ନିଯୁକ୍ତ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ନିତ୍ୟାନନ୍ଦ ରାୟଙ୍କୁ ସହ ନିର୍ବାଚନ ପ୍ରଭାରୀ ରୂପେ ଚୟନ କରିଥିବାବେଳେ ବିଜେପିର ରାଷ୍ଟ୍ରୀୟ  ଉପାଧ୍ୟକ୍ଷ ଶ୍ୟାମ ଜାଜୁଙ୍କୁ ପ୍ରଦେଶ ସଙ୍ଗଠନର ପ୍ରଭାରୀ ଓ ରାଷ୍ଟ୍ରୀୟ ସଚିବ ତରୁଣ ଚୁଘଙ୍କୁ ସହ ପ୍ରଭାରୀ ରୂପେ ଦାୟିତ୍ବ ଦେଇଛନ୍ତି। ସେହିପରି ହରିୟାଣା ପାଇଁ ନରେନ୍ଦ୍ର ସିଂହ ତୋମାରାଙ୍କୁ ନିର୍ବାଚନୀ ପ୍ରଭାରୀ ଓ ଭୂପେନ୍ଦ୍ର ସିଂଙ୍କୁ ସହ ନିର୍ବାଚନୀ ପ୍ରଭାରୀ ରୂପେ ନିଯୁକ୍ତ କରାଯାଇଛି। ଝାରଖଣ୍ଡ ପାଇଁ ଓମ୍‌ପକାଶ ମାଥୁରଙ୍କୁ ନିର୍ବାଚନୀ ପ୍ରଭାରୀ ଦାୟିତ୍ବ ଦିଆଯାଇଥିବାବେଳେ କିଶୋର ଯାଦବଙ୍କୁ ସହ ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ମହାରାଷ୍ଟ୍ରରେ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନୀ ପ୍ରଭାରୀ ରୂପେ ନିଯୁକ୍ତ ଦିଆଯାଇଥିବାବେଳେ କେଶବ ଚନ୍ଦ୍ର ମୋର୍ଯ୍ୟ ଓ ଲକ୍ଷ୍ମଣ ସବ୍‌ଦୀଙ୍କୁ ସହ ପ୍ରଭାରୀ ରୂପେ ଦାୟିତ୍ବ ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.