Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍‌ଝୌତା ଏକ୍ସପ୍ରେସ ପରେ ‘ଥର୍‌ ଏକ୍ସପ୍ରେସ୍‌’ ଚଳାଚଳକୁ ବନ୍ଦ କଲା ପାକିସ୍ତାନ
ଆଜିର ଖବର

ସମ୍‌ଝୌତା ଏକ୍ସପ୍ରେସ ପରେ ‘ଥର୍‌ ଏକ୍ସପ୍ରେସ୍‌’ ଚଳାଚଳକୁ ବନ୍ଦ କଲା ପାକିସ୍ତାନ

August 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଗୁରୁବାର ସମଝୌତା ଏକ୍ସପ୍ରେସ ବନ୍ଦ କରିବା ପରେ ଶୁକ୍ରବାର ’ଥର’ ଏକ୍ସପ୍ରେସ ଚଳାଚଳକୁ ବନ୍ଦ କରିଦେଇଛି। ଏହାସହ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ରେଳ ଯୋଗାଯୋଗ ବନ୍ଦ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ଗୁରୁବାର ୱାଘା ସୀମାରେ ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ଅଟକାଇ ଦେଇଥିଲା । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିଛି । ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ବନ୍ଦ କରିବା ସହ ଆକାଶପଥ ବନ୍ଦ ମଧ୍ୟ କରିଛି ।  ସେହିପରି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଛି ପାକିସ୍ତାନ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପାଇଁ ଗର୍ବ: ବିଶ୍ୱ ପାରା ଏଥ୍ଲେଟିକ୍ସରେ NTO ଭାବେ ଚୟନ ହେଲେ ମାଳବିକା ମିଶ୍ର

September 21, 2025

ମାଓବାଦୀ ଆକ୍ରମଣରେ ଗୁରୁତର ଆହତ ଯବାନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସାକ୍ଷାତ

September 21, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସେବା ପଖୱାଡା ଦିବସ ଓ ମାରାଥନ ରାଲି ଅନୁଷ୍ଠିତ

September 21, 2025

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025
Latest News

ଓଡ଼ିଶା ପାଇଁ ଗର୍ବ: ବିଶ୍ୱ ପାରା ଏଥ୍ଲେଟିକ୍ସରେ NTO ଭାବେ ଚୟନ ହେଲେ ମାଳବିକା ମିଶ୍ର

September 21, 2025

ମାଓବାଦୀ ଆକ୍ରମଣରେ ଗୁରୁତର ଆହତ ଯବାନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସାକ୍ଷାତ

September 21, 2025

ବାଲୁଗାଁ ଏନଏସି ପକ୍ଷରୁ ଆୟୋଜିତ “ସ୍ୱଚ୍ଛତା ହିଁ ସେବା-୨୦୨୫” କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ

September 21, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସେବା ପଖୱାଡା ଦିବସ ଓ ମାରାଥନ ରାଲି ଅନୁଷ୍ଠିତ

September 21, 2025

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.