Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ
ଆଜିର ଖବର

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

January 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ
ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

ଭୁବନେଶ୍ଵର: ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୫ ଓ ୨୦୨୬ ପାଇଁ ହନରାରୀ ଡକ୍ଟରେଟ୍ ଉପାଧି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଅନୁଷ୍ଠାନର ସମ୍ପାଦକ ଡ ରଜନୀକାନ୍ତ ମିଶ୍ର ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ଗ୍ଲୋବାଲ ପିସ୍ ୟୁନିଭରସିଟି ତରଫରୁ ପିଏଚଡ଼ି ଲାଭ କରିଥିବା ଦୁଇଜଣ ଆଧ୍ୟାତ୍ମିକ କ୍ଷେତ୍ରରେ ଡ ଦିଲ୍ଲିପ ମଲ୍ଲିକ ଓ ଏଚଆରଡି ରେ ଡ ଅଞ୍ଜନା ପ୍ରିୟଦର୍ଶିନୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ଡ ମିଶ୍ର ଟ୍ରଷ୍ଟ ର ଆଭିମୁଖ୍ୟ ଓ ୨୦୨୬ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଡ ମିଶ୍ର ଦୀର୍ଘ ୧୭ ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣ ଓ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ଅନେକ ଗୁଡ଼ିଏ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ ହୋଇଛନ୍ତି। ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ରଥଯାତ୍ରା ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମେଡିକାଲର ପ୍ରାକ୍ତନ ଅଧିକାରୀ ସୁକାନ୍ତୀ ଦେଇ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ୨୦୨୫ ମିଡିଆ ଆଣ୍ଡ ମାସକମୁନିକେସନ ପାଇଁ ଡ ସସ୍ମିତା ପ୍ରଧାନ,ମାନବ ସମ୍ପଦ ବିକାଶ ଓ ପ୍ରଶିକ୍ଷଣ ପାଇଁ ଡ ରଜନୀକାନ୍ତ ମିଶ୍ରଙ୍କୁ ପ୍ରଦାନ କରାଯାଇଥିବା ବେଳେ ୨୦୨୬ ରେ ବିଭିନ୍ନ କ୍ଷେତ୍ରପାଇଁ ଡ ଜୀବନ ବଲ୍ଲଭ ପଟ୍ଟନାୟକ, ଡ ପୁଷ୍ପାଞ୍ଜଳି ମହାପାତ୍ର, ଡ ଦିଲ୍ଲିପ ମଲ୍ଲିକ ଓ ଡ ଅଞ୍ଜନା ପ୍ରିୟଦର୍ଶିନୀଙ୍କୁ ମନୋନୀତ କରାଯାଇଛି ବୋଲି ସୂଚନା ଦିଆଯାଇଛି।

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ହନରାରୀ ଡକ୍ଟରେଟ୍ ପ୍ରଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ପାଲଘରରେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଅଶ୍ୱିନୀ ବୈଷ୍ଣବ

January 2, 2026

ନୂଆବର୍ଷରେ ବଦଳିଲା ଟ୍ରେନ୍‌ର ସମୟ ସାରଣୀ: ପଢନ୍ତୁ ସଂପୂର୍ଣ୍ଣ ତାଲିକା

January 2, 2026

ମନ୍ତ୍ରୀସ୍ତରୀୟ ବୈଠକ ସମୟରେ ବିଧାୟକଙ୍କ ମୃତ୍ୟୁ: ଗତକାଲି ପାଳିଥିଲେ ଜନ୍ମଦିନ

January 2, 2026

ବାଂଲାଦେଶ ଗସ୍ତ କରିବ ଟିମ୍ ଇଣ୍ଡିଆ: ODI ଏବଂ ଟି-୨୦ ସିରିଜର ସୂଚୀ ପ୍ରକାଶିତ

January 2, 2026
Latest News

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

January 2, 2026

ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

January 2, 2026

ମହାରାଷ୍ଟ୍ର ପାଲଘରରେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଅଶ୍ୱିନୀ ବୈଷ୍ଣବ

January 2, 2026

ନୂଆବର୍ଷରେ ବଦଳିଲା ଟ୍ରେନ୍‌ର ସମୟ ସାରଣୀ: ପଢନ୍ତୁ ସଂପୂର୍ଣ୍ଣ ତାଲିକା

January 2, 2026

ମନ୍ତ୍ରୀସ୍ତରୀୟ ବୈଠକ ସମୟରେ ବିଧାୟକଙ୍କ ମୃତ୍ୟୁ: ଗତକାଲି ପାଳିଥିଲେ ଜନ୍ମଦିନ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.