Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୋଚକ ମୋଡ଼ରେ ପହଞ୍ଚିଲା ବରଗଡର ପ୍ରସିଦ୍ଧ ଧନୁଯାତ୍ରାର ନାଟକ  
ଆଜିର ଖବର

ରୋଚକ ମୋଡ଼ରେ ପହଞ୍ଚିଲା ବରଗଡର ପ୍ରସିଦ୍ଧ ଧନୁଯାତ୍ରାର ନାଟକ  

January 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Dhanu Yatra Updates
Dhanu Yatra Updates

ଭୁବନେଶ୍ଵର: ବରଗଡର ପ୍ରସିଦ୍ଧ ଧନୁଯାତ୍ରାର ନାଟକ ରୋଚକ ମୋଡ଼ରେ ପହଞ୍ଚିଛି। କଂସ ମହାରାଜାଙ୍କ ପ୍ରକୋପରେ ମଥୁରା ବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ଶ୍ରୀକୃଷ୍ଣ-ବଳରାମ ଗୋପପୁର ଛାଡ଼ି ମଥୁରା ଅଭିମୁଖେ ଆସିଛନ୍ତି। ଧନୁଯାତ୍ରାର ଆଜି ଦଶମ ଦିନରେ କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ କଂସ ମହାରାଜା ଯୋଜନା ପ୍ରସ୍ତୁତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିବ। ସେହିପରି କାଳୀ ମନ୍ଦିରରେ କୁବୁଜା ଉଦ୍ଧାର, କୃଷ୍ଣ-ବଳରାମଙ୍କ ନଗର ଭ୍ରମଣ ଦେଖିବାକୁ ମିଳିବ। କୃଷ୍ଣ-ବଳରାମଙ୍କ ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ଦେଖିବାକୁ ମିଳିବ।

Dhanu Yatra କଂସ ମହାରାଜା ବରଗଡ ଶ୍ରୀକୃଷ୍ଣ-ବଳରାମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ଜାତୀୟ ସଡ଼କ ସୁରକ୍ଷା ମାସ’ର ରାଜ୍ୟସ୍ତରୀୟ ଉତ୍ସବର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

January 3, 2026

ଧାନସଂଗ୍ରହ ପାଇଁ ପଞ୍ଜିକୃତ ଜମିର ହେଉଛି ଉପଗ୍ରହ ସର୍ବେକ୍ଷଣ, ଯାଞ୍ଚ ପରେ ମିଳିବ ଟୋକନ

January 3, 2026

ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

January 3, 2026

ଆଜି ଜାନୁୟାରୀ ତିନି ତାରିଖ ଶନିବାର, ଚାରୋଟି ରାଶି ପାଇଁ ଭଲଦିନ ନୁହେଁ

January 3, 2026
Latest News

ରୋଚକ ମୋଡ଼ରେ ପହଞ୍ଚିଲା ବରଗଡର ପ୍ରସିଦ୍ଧ ଧନୁଯାତ୍ରାର ନାଟକ  

January 3, 2026

ଆଜି ‘ଜାତୀୟ ସଡ଼କ ସୁରକ୍ଷା ମାସ’ର ରାଜ୍ୟସ୍ତରୀୟ ଉତ୍ସବର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

January 3, 2026

ଧାନସଂଗ୍ରହ ପାଇଁ ପଞ୍ଜିକୃତ ଜମିର ହେଉଛି ଉପଗ୍ରହ ସର୍ବେକ୍ଷଣ, ଯାଞ୍ଚ ପରେ ମିଳିବ ଟୋକନ

January 3, 2026

ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

January 3, 2026

ଆଜି ଜାନୁୟାରୀ ତିନି ତାରିଖ ଶନିବାର, ଚାରୋଟି ରାଶି ପାଇଁ ଭଲଦିନ ନୁହେଁ

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.