ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ନୂତନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯାଇଛି । ପୁରୀ-ନିରଞ୍ଜନ ପୂଜାରୀ, ଖୋର୍ଦ୍ଧା-ପ୍ରଶାନ୍ତ ଜଗଦ୍ଦେବ, ନୟାଗଡ଼-ସତ୍ୟନାରାୟଣ ପ୍ରଧାନ, ଗଞ୍ଜାମ-ଶ୍ରୀକାନ୍ତ ସାହୁ, ଯାଜପୁର-ସମୀର ଦାଶ, କେନ୍ଦ୍ରାପଡ଼ା-ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି, କଟକ-ପ୍ରମୋଦ ମଲ୍ଲିକ ମୟୂରଭଞ୍ଜ – ପ୍ରତାପ ଜେନା, ବାଲେଶ୍ବର-ଅନନ୍ତ ଦାସ, ଭଦ୍ରକ-ବ୍ୟୋମକେଶ ରାୟ, ଝାରସୁଗୁଡ଼ା-ପଦ୍ମନାଭ ବେହେରା, ସୁନ୍ଦରଗଡ଼-ଶାରଦା ନାୟକ, ଅନୁଗୁଳ-ଅଶୋକ ପଣ୍ଡା, ଢେଙ୍କାନାଳ-ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି-ଟୁକୁନି ସାହୁ, କେନ୍ଦୁଝର ଓ ଦେବଗଡ଼- ପ୍ରଫୁଲ୍ଲ ମଲ୍ଲିକ, ନୂଆପଡ଼ା-ରାଜେନ୍ଦ୍ର ଢୋଲକିଆ, ବଲାଙ୍ଗିର-ନବକିଶୋର ଦାସ,ବରଗଡ଼-ଦେବେଶ ଆଚାର୍ଯ୍ୟ, ସମ୍ବଲପୁର-ସୁଶାନ୍ତ ସିଂହ, ରାୟଗଡ଼ା-ପଦ୍ମିନୀ ଦିଆନ, କୋରାପୁଟ-ରଘୁରାମ ପୋଡ଼ାଲ, ନବରଙ୍ଗପୁର-ରଘୁନନ୍ଦନ ଦାସ, ମାଲକାନଗିରି-ତୁଷାରକାନ୍ତି ବେହେରା, ବୌଦ୍ଧ-ମହୀଧର ରଣା, ଗଜପତି-ଜଗନ୍ନାଥ ସାରକା, କନ୍ଧମାଳ-ବିକ୍ରମ କେଶରୀ ଆରୁଖ, ସୁବର୍ଣ୍ଣପୁର-ସୁଦାମ ମାର୍ଣ୍ଡି ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି ।