Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ
ଆଜିର ଖବର

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିଏମ୍‌ ଜନ ଧନ ଯୋଜନା
Special story on PM Jan Dhan Scheme

ଭୁବନେଶ୍ଵର: ଦେଶକୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସମାଜରେ ଆର୍ଥିକ ସୀମାରେଖା ତଳେ ଥିବା ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ହେବା ସହ ଦେଶ ଗଠନରେ ସହାୟକ ହୋଇପାରିବେ, ସେ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ପିଏମ୍ ଜନ-ଧନ ଯୋଜନା ଆରମ୍ଭ କରିଥିଲେ। ‘ସବ୍ କା ସାଥ୍, ସବ୍ କା ବିକାଶ’ ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଯୋଜନାରେ ନିମ୍ନ ଆୟକାରୀ ଗୋଷ୍ଠୀଙ୍କୁ ଆର୍ଥିକ ସେବା ପ୍ରଦାନ କରାଯାଉଛି। ବ୍ୟାଙ୍କରେ ଆର୍ଥିକ କାରବାର ସହଜ ହୋଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ସଞ୍ଚୟ ବ୍ୟାଙ୍କ ଖାତା, ଆବଶ୍ୟକତା ଭିତ୍ତିକ ଋଣ, ଟଙ୍କା ଦେଣନେଣ, ବୀମା ଓ ପେନସନ ପ୍ରଦାନ ଦିଗରେ ଏହି ଯୋଜନା ବେଶ୍ ସହାୟକ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଫ୍ରିନା ନୁରୀ ବିନା ମୂଲ୍ୟରେ ବ୍ୟାଙ୍କରେ ଖାତା ଖୋଲିବା ସହ ବିଭିନ୍ନ ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି, କେନ୍ଦ୍ରାପଡା ଜିଲ୍ଲାର ହରିନା ବିବି, ହାଜମିରି ବେଗମ ମଧ୍ୟ ମଧ୍ୟ ଜନଧନ ଯୋଜନାରେ ଖାତା ଖୋଲି ଉପକୃତ ହେଉଛନ୍ତି।

ଯେଉଁ ବ୍ୟକ୍ତିଙ୍କର ଅନ୍ୟ କୌଣସି ବ୍ୟାଙ୍କ ଖାତା ନାହିଁ, ସେମାନେ ଏହି ଯୋଜନା ଅଧୀନରେ ଖାତା ଖୋଲି ପାରୁଛନ୍ତି। କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଦୁର୍ନୀତି ଓ ଦାରିଦ୍ର୍ୟ ଦୂରୀକରଣ ସହ ଅର୍ଥ ନେଣ ଦେଣରେ ସ୍ୱଚ୍ଛତା ଆଣିବାରେ ସଫଳ ହୋଇଛି।

ଦେଶକୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସମାଜରେ ଆର୍ଥିକ ସୀମାରେଖା ତଳେ ଥିବା ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ହେବା ସହ ଦେଶ ଗଠନରେ ସହାୟକ ହୋଇପାରିବେ, ସେ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ପିଏମ୍ ଜନ-ଧନ ଯୋଜନା ଆରମ୍ଭ କରିଥିଲେ। ‘ସବ୍ କା ସାଥ୍, ସବ୍ କା ବିକାଶ’ ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯୋଜନାରେ ନିମ୍ନ ଆୟକାରୀ ଗୋଷ୍ଠୀଙ୍କୁ ଆର୍ଥିକ ସେବା ପ୍ରଦାନ କରାଯାଉଛି। ବ୍ୟାଙ୍କରେ ଆର୍ଥିକ କାରବାର ସହଜ ହୋଇଛି।

ପ୍ରତ୍ୟେକ ବ୍ୟକ୍ତିଙ୍କ ସଞ୍ଚୟ ବ୍ୟାଙ୍କ ଖାତା, ଆବଶ୍ୟକତା ଭିତ୍ତିକ ଋଣ, ଟଙ୍କା ଦେଣନେଣ, ବୀମା ଓ ପେନସନ ପ୍ରଦାନ ଦିଗରେ ଏହି ଯୋଜନା ବେଶ୍ ସହାୟକ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଫ୍ରିନା ନୁରୀ ବିନା ମୂଲ୍ୟରେ ବ୍ୟାଙ୍କରେ ଖାତା ଖୋଲିବା ସହ ବିଭିନ୍ନ ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

ସେହିପରି, କେନ୍ଦ୍ରାପଡା ଜିଲ୍ଲାର ହରିନା ବିବି, ହାଜମିରି ବେଗମ ମଧ୍ୟ ମଧ୍ୟ ଜନଧନ ଯୋଜନାରେ ଖାତା ଖୋଲି ଉପକୃତ ହେଉଛନ୍ତି।

ଯେଉଁ ବ୍ୟକ୍ତିଙ୍କର ଅନ୍ୟ କୌଣସି ବ୍ୟାଙ୍କ ଖାତା ନାହିଁ, ସେମାନେ ଏହି ଯୋଜନା ଅଧୀନରେ ଖାତା ଖୋଲି ପାରୁଛନ୍ତି। କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଦୁର୍ନୀତି ଓ ଦାରିଦ୍ର୍ୟ ଦୂରୀକରଣ ସହ ଅର୍ଥ ନେଣ ଦେଣରେ ସ୍ୱଚ୍ଛତା ଆଣିବାରେ ସଫଳ ହୋଇଛି।

PM Jan Dhan Scheme ଆର୍ଥିକ ସେବା ନରେନ୍ଦ୍ର ମୋଦି ନିମ୍ନ ଆୟକାରୀ ଗୋଷ୍ଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.