Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍
ଆଜିର ଖବର

ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍

January 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍
ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ‘ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬ ’ କୁ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ସାଇକ୍ଲୋଥନ୍ ପଶ୍ଚିମବଙ୍ଗର ବକାହାଲି ଏବଂ ଗୁଜରାଟର ଲଖପତ ଦୁର୍ଗରୁ ଆଜି ଆରମ୍ଭ ହେବ ଏବଂ ୨୧ ଫେବୃଆରୀ ୨୦୨୬ରେ କେରଳର କୋଚିରେ ଶେଷ ହେବ।

ଏହି ସାଇକ୍ଲୋଥନ୍ ପୂର୍ବ ଉପକୂଳରେ ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ଏବଂ ପଶ୍ଚିମ ଉପକୂଳର ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ ମାର୍ଗ ଦେଇ ଗତି କରିବ। ସାଇକ୍ଲୋଥନ୍ ର ମାର୍ଗ ଏବଂ ନୋଡାଲ୍ ଅଧିକାରୀଙ୍କ ବିଷୟରେ ଏକ ପୁସ୍ତିକା ଏବଂ ବିବରଣୀ ବାଣ୍ଟିବାକୁ କୁହାଯାଇଛି।

ବିଶେଷ କରି ଉପରୋକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଆଞ୍ଚଳିକ ଏବଂ ଶାଖା କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଛି ଯେ ସେମାନେ ନିଜ ନିଜ ଅଞ୍ଚଳର ନୋଡାଲ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା ସହିତ ସାଇକ୍ଲୋଥନ ସଂକ୍ରାନ୍ତରେ ବ୍ୟାପକ ସୂଚନା ପ୍ରଦାନ କରିବେ।

ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ମୃତ

January 28, 2026

ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, କାରଣ ଜଣାପଡି ନାହିଁ

January 28, 2026

ଆଜି ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

January 28, 2026

ଉଦଘାଟିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ, ଯୋଗଦେଲେ ରାଜ୍ୟପାଳଙ୍କ ସହ ମନ୍ତ୍ରୀ ହରିଚନ୍ଦନ

January 28, 2026
Latest News

ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍

January 28, 2026

ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ମୃତ

January 28, 2026

ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, କାରଣ ଜଣାପଡି ନାହିଁ

January 28, 2026

ଆଜି ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

January 28, 2026

ଉଦଘାଟିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ, ଯୋଗଦେଲେ ରାଜ୍ୟପାଳଙ୍କ ସହ ମନ୍ତ୍ରୀ ହରିଚନ୍ଦନ

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.