ନୂଆଦିଲ୍ଲୀ: ମେଧା ପାଟକରଙ୍କ ଦ୍ୱାରା ଦାୟର ମାନହାନି ମାମଲାରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ସାକେତ କୋର୍ଟ ସମସ୍ତ ଅଭିଯୋଗରୁ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଦୋଷ ମୁକ୍ତ କରିଛନ୍ତି।
ସାମାଜିକ କର୍ମୀ ମେଧା ପାଟକରଙ୍କ ଦ୍ୱାରା ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ବିରୁଦ୍ଧରେ ଦାୟର ମାନହାନି ମାମଲାରେ ସାକେତ କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି।


