55 ସ୍ଥାନରେ ଆୟକର ବିଭାଗର ଚଢାଉ : 700 କୋଟିର କଳାଧନ ଜବତ

Published: Aug 11, 2019, 4:01 pm IST

ଆୟକର ବିଭାଗ ପକ୍ଷରୁ ଦେଶର 55ଟି ସ୍ଥାନରେ ଚଢାଉ କରାଯାଇଛି । ଅଗଷ୍ଟ 7 ତାରିଖରୁ ଚାରି ରାଜ୍ୟର 55ଟଇ ସ୍ଥାନରେ ଏହି ଚଢାଉ କରାଯାଇଛି । ତାମିଲନାଡୁ, କେରଳ, ଗୋଆ ଓ ଆନ୍ଧ୍ରପ୍ରଦେଶର 55 ଟି ସ୍ଥାନରେ ଚଢାଉ କରି ପ୍ରାୟ ୭୦୦ କୋଟିର କଳାଧନ ଜବତ କରିଛି । ଏହା ପୂର୍ବରୁ ଆୟକର ବିଭାଗ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଥିଲା । ଚଢାଉରେ ଆୟକର ବିଭାଗର 180ଟି ଗାଡି ଏବଂ 570 କର୍ମଚାରୀ ନିୟୋଜିତ ହୋଇଥିଲେ ।

Related posts