Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ
ଆଜିର ଖବର

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ
ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

ଟାଙ୍ଗୀ/ଖୋର୍ଦ୍ଧା: ୧୪ ଫେବୃଆରୀ ଦିନ ପୁଲୱାମା ଆକ୍ରମଣକୁ ସ୍ମରଣ କରି ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍‌ସିସି କ୍ୟାଡେଟମାନେ ବ୍ଲାକ୍ ଡେ ପାଳନ କରିଥିଲେ। ୨୫ ଜଣ ଏନ୍‌ସିସି କ୍ୟାଡେଟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶହୀଦ ଜବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କ୍ୟାଡେଟମାନେ କଳା ବ୍ୟାଜ୍ ପିନ୍ଧି ନିରବ ପ୍ରାର୍ଥନା କରିବା ସହ ଦୁଇ ମିନିଟ୍ ନିରବତା ପାଳନ କରିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିବା ସହିତ ଦେଶପ୍ରେମ ଓ ଏକତାର ମହତ୍ତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ ଶହୀଦମାନଙ୍କ ତ୍ୟାଗ କେବେ ମଧ୍ୟ ଭୁଲିହେବ ନାହିଁ ଏବଂ ଯୁବପିଢ଼ି ଦେଶର ସୁରକ୍ଷା ଓ ଗୌରବ ରକ୍ଷାରେ ସଦା ସଚେତନ ରହିବା ଦରକାର।

ଏନ୍‌ସିସି କେୟାର ଟେକର ଅଫିସର ରଞ୍ଜନ କୁମାର ମହାପାତ୍ର କ୍ୟାଡେଟମାନଙ୍କୁ ଶୃଙ୍ଖଳା, ଦାୟିତ୍ୱବୋଧ ଓ ଦେଶସେବାର ପ୍ରତିବଦ୍ଧତା ବିଷୟରେ ପ୍ରେରଣା ଦେଇଥିଲେ।

ଶେଷରେ ସମସ୍ତ କ୍ୟାଡେଟ ଦେଶର ଏକତା, ସାନ୍ତି ଓ ସୁରକ୍ଷା ପାଇଁ ସଦା ପ୍ରସ୍ତୁତ ରହିବାର ସଙ୍କଳ୍ପ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ଗମ୍ଭୀର ଓ ଦେଶପ୍ରେମମୟ ପରିବେଶରେ ସମାପ୍ତ ହୋଇଥିଲା।

ପୁଲୱାମା ଆକ୍ରମଣ ବ୍ଲାକ୍ ଡେ
Share. Facebook Twitter LinkedIn Email WhatsApp Copy Link

Related Posts

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ

February 14, 2026

ଶିଶୁକୁ ଯୌନ ନିର୍ଯାତନା ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

February 14, 2026
Latest News

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ

February 14, 2026

ଶିଶୁକୁ ଯୌନ ନିର୍ଯାତନା ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.