Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ
ଆଜିର ଖବର

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
belapatra
ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

ଭୁବନେଶ୍ବର: ମହାଶିବରାତ୍ରି ହେଉ କିମ୍ବା ସୋମବାର, ସାଧାରଣତଃ ଦେବ ଦେବ ମହାଦେବଙ୍କୁ ବେଲପତ୍ର ପ୍ରଦାନ କରାଯାଇଥାଏ। ସେଥିପାଇଁ ଭକ୍ତମାନେ ସକାଳୁ ସକାଳୁ ବେଲଗଛରୁ ଏହି ପତ୍ର ତୋଳିଥାନ୍ତି। ହେଲେ ଅନେକ ଜାଣନ୍ତି ନାହିଁ ଯେ, ବେଲପତ୍ର ତୋଳିବା ବେଳେ ତାହାର କିଛି ନୀତି ନିୟମ ରହିଛି।

ବେଲପତ୍ର ତୋଳିବା ନିୟମ

ବେଲପତ୍ର ତୋଳିବା ପରେ ଆମେ ଗଛକୁ ମୁଣ୍ଡ ନୁଆଁଇ କ୍ଷମାପ୍ରାର୍ଥନା କରିବାର ଆବଶ୍ୟକ। କାରଣ ଗଛରର ଶରୀରରୁ ଯେତେବେଳେ ଗୋଟିଏ ପାଖୁଡା ଛିଣ୍ଡାଉଛନ୍ତି ତାହା ଗଛକୁ କଷ୍ଟ ଦେଇଥାଏ। ଏଥିସହିତ ଗଛକୁ ମନେ ମନେ ଧନ୍ୟବାଦ ଦେବା ଉଚିତ। ଯେତେଥର ତୋଳିବେ ସେତେଥର ମୁଣ୍ଡ ନୁଆଁଇ ଗଛକୁ ସମ୍ମାନ ଦେବା ଆବଶ୍ୟକ।

ସେହିପରି ବେଲପତ୍ର ତୋଳିବା ସମୟରେ ଭଗବାନ ଶିବଙ୍କୁ ସ୍ମରଣ କରି ତୋଳିବା ଉଚିତ। ମନେ ରଖନ୍ତୁ ବେଲପତ୍ର ତୋଳିବା ବେଳେ ପୁରା ଡାଳକୁ ଭିଡିବା ଅନୁଚିତ। ଅନେକ ଉପରୁ ଭଲ ପତ୍ର ତୋଳିବା ପାଇଁ ପୁରା ଡାଳଟିକୁ ତଳକୁ ଟାଣି ଆଣନ୍ତି। ଏପରି କରିବା ଅନୁଚିତ।

mahashivaratri ବେଲଗଛ ବେଲପତ୍ର ମହାଦେବ ମହାଶିବରାତ୍ରୀ ଶିବ
Share. Facebook Twitter LinkedIn Email WhatsApp Copy Link

Related Posts

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026

ଆଜି ଫେବୃୟାରୀ ୧୫ ତାରିଖ ରବିବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

February 15, 2026

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026
Latest News

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026

ଆଜି ଫେବୃୟାରୀ ୧୫ ତାରିଖ ରବିବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

February 15, 2026

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.