Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାଶିବରାତ୍ରିର ଉପଲକ୍ଷେ ବାଲିରେ ସୁଦର୍ଶନ ନିର୍ମାଣ କଲେ ୧୭,୦୦୦ ରୁଦ୍ରାକ୍ଷ ଏବଂ ୫୦୦ କ୍ଷୁଦ୍ର ଶିବ ଲିଙ୍ଗ
ଆଜିର ଖବର

ମହାଶିବରାତ୍ରିର ଉପଲକ୍ଷେ ବାଲିରେ ସୁଦର୍ଶନ ନିର୍ମାଣ କଲେ ୧୭,୦୦୦ ରୁଦ୍ରାକ୍ଷ ଏବଂ ୫୦୦ କ୍ଷୁଦ୍ର ଶିବ ଲିଙ୍ଗ

February 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହାଶିବରାତ୍ରି
ମହାଶିବରାତ୍ରିର ଉପଲକ୍ଷେ ବାଲିରେ ସୁଦର୍ଶନ ନିର୍ମାଣ କଲେ ୧୭,୦୦୦ ରୁଦ୍ରାକ୍ଷ ଏବଂ ୫୦୦ କ୍ଷୁଦ୍ର ଶିବ ଲିଙ୍ଗ

ମହାଶିବରାତ୍ରିର ପବିତ୍ର ଅବସରରେ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମିରେ ଭଗବାନ ଶିବଙ୍କୁ ସମର୍ପିତ ଏକ ଚମତ୍କାର ବାଲୁକା ଶିବଲିଙ୍ଗ ସୃଷ୍ଟି କରିଛନ୍ତି। ଏଥିରେ ସେ ୧୭,୦୦୦ ରୁଦ୍ରାକ୍ଷ ଏବଂ ୫୦୦ କ୍ଷୁଦ୍ର ଶିବ ଲିଙ୍ଗରେ ନିର୍ମାଣ କରିଛନ୍ତି। ଏହା ପୁରୀ ବେଳାଭୂମି ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିବାରେ ଲାଗିଛି।

ଏହି କଳାକୃତିରେ ସୁଦର୍ଶନ “ହର ହର ମହାଦେବ” ବୋଲି ଇଂରାଜୀରେ ଉଲ୍ଲେଖ କରିଛନ୍ତି। ଏଥିସହିତ ସେ ସେହିପରି ଇଂରାଜୀରେ ହାପି ଶିବରାତ୍ରି ବୋଲି ଲେଖଛନ୍ତି। ମହାଶିବରାତ୍ରି ଅବସରରେ ସୁଦର୍ଶନଙ୍କ ଏହି କଳା କୃତି ଭକ୍ତି ଏବଂ କଳାର ଏକ ଅପୂର୍ବ ସମନ୍ବୟ ସୃଷ୍ଟି ହୋଇଛି।

Read in English:- Maha Shivaratri: Sand Shivalinga with 17,000 Rudraksha Beads at Puri Beach

 

sand art SuderasanPatnaik ବାଲୁକା କଳା ମହାଶିବ ରାତ୍ରୀ ମହାଶିବରାତ୍ରି ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ: କୋଲକାତାରେ ହେଲା ଜରୁରୀକାଳୀନ ଅବତରଣ

February 15, 2026

କେବେ ଖୋଲିବ ବାବା କେଦାରନାଥ ମନ୍ଦିରର ଦ୍ୱାର?: ଜାଣନ୍ତୁ ତାରିଖ

February 15, 2026

୭ ପାକିସ୍ତାନୀ ସୈନିକଙ୍କୁ ବନ୍ଧକ ରଖିଲେ ବଲୁଚ୍ ସେନା: ଭିଡିଓ ଜାରି କଲା BLA

February 15, 2026

ଆଜିର ଭାରତ-ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ୧୧ ଏବଂ ପାଣିପାଗ ଅପଡେଟ୍

February 15, 2026
Latest News

ମହାଶିବରାତ୍ରିର ଉପଲକ୍ଷେ ବାଲିରେ ସୁଦର୍ଶନ ନିର୍ମାଣ କଲେ ୧୭,୦୦୦ ରୁଦ୍ରାକ୍ଷ ଏବଂ ୫୦୦ କ୍ଷୁଦ୍ର ଶିବ ଲିଙ୍ଗ

February 15, 2026

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ: କୋଲକାତାରେ ହେଲା ଜରୁରୀକାଳୀନ ଅବତରଣ

February 15, 2026

ଗୋଟିଏ ବୁନ୍ଦା ପାଣି ପାଇଁ ଛଟପଟ ହେବ ପାକିସ୍ତାନ: ଏହି ପ୍ରକଳ୍ପ ଆରମ୍ଭ କରିବ ଭାରତ, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

February 15, 2026

କେବେ ଖୋଲିବ ବାବା କେଦାରନାଥ ମନ୍ଦିରର ଦ୍ୱାର?: ଜାଣନ୍ତୁ ତାରିଖ

February 15, 2026

୭ ପାକିସ୍ତାନୀ ସୈନିକଙ୍କୁ ବନ୍ଧକ ରଖିଲେ ବଲୁଚ୍ ସେନା: ଭିଡିଓ ଜାରି କଲା BLA

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.