Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ
ଆଜିର ଖବର

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜିଓ ପେମେଣ୍ଟସ୍ ବ୍ୟାଙ୍କ
ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

ମୁମ୍ବାଇ: ଜିଓ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ଏକ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ ନେଇ ଘୋଷଣା କରିଛି। ଏହି ସେବା ଅଧୀନରେ, ଗ୍ରାହକମାନେ ଏବେ ବ୍ୟବସାୟ ପ୍ରତିନିଧି (ବିଜିନେସ କରେସପଣ୍ଡେଣ୍ଟ) ଟଚ୍ ପଏଣ୍ଟରେ କ୍ୟୁଆର କୋଡ୍ ସ୍କାନ କରି ନଗଦ ଉଠାଣ କରିପାରିବେ। ଏହାର ଅର୍ଥ ହେଉଛି ଗ୍ରାହକମାନେ ଡେବିଟ୍ କାର୍ଡ କିମ୍ବା ପାରମ୍ପରିକ ଏଟିଏମ ଉପଲବ୍ଧ ନଥିଲେ ମଧ୍ୟ ସେମାନଙ୍କ ଟଙ୍କା ଉଠାଇପାରିବେ।

ଜିଓ ପେମେଣ୍ଟସ୍ ବ୍ୟାଙ୍କ ଅନୁଯାୟୀ, ଏହି ନୂତନ ସେବା ବିଶେଷ ଭାବରେ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳର ଗ୍ରାହକମାନଙ୍କୁ ଧ୍ୟାନରେ ରଖି ଆରମ୍ଭ କରାଯାଇଛି, ଯେଉଁ ଅଞ୍ଚଳରେ ଏଟିଏମ ଉପଲବ୍ଧତା ସୀମିତ ରହିଛି। ଗ୍ରାହକମାନେ ସେମାନଙ୍କର ୟୁପିଆଇ ଆପ୍ ମାଧ୍ୟମରେ କାରବାରକୁ ଅନୁମୋଦନ କରି ସହଜରେ ନଗଦ ଉଠାଣ କରିପାରିବେ।

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ଯେ କାର୍ଡଲେସ୍ ନଗଦ ଉଠାଣ ସୁବିଧା ଡିଜିଟାଲ୍ ପେମେଣ୍ଟ ଏବଂ ନଗଦ ବ୍ୟବହାର ମଧ୍ୟରେ ରହିଥିବା ଦୂରତାକୁ ହ୍ରାସ କରିବ, ଏବଂ ପ୍ରଥମ ଥର ପାଇଁ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରୁଥିବା ଉପଭୋକ୍ତାମାନଙ୍କୁ ଏକ ସୁରକ୍ଷିତ ଏବଂ ସହଜ ୟୁପିଆଇ ଅନୁଭୂତି ପ୍ରଦାନ କରିବ।

ବ୍ୟାଙ୍କ ଅନୁଯାୟୀ ଏହାର ଡିଜିଟାଲ୍ ପେମେଣ୍ଟ ଭିତ୍ତିଭୂମି ଏବଂ ଶେଷ-ମାଇଲ୍ ବ୍ୟବସାୟ ପ୍ରତିନିଧି ନେଟୱାର୍କକୁ ଉପଯୋଗ କରି, ଏହି ପଦକ୍ଷେପ ସାରା ଦେଶରେ ବ୍ୟାଙ୍କିଂ ସେବାକୁ ପହଞ୍ଚାଇବା, ନଗଦ-ନିର୍ଭରଶୀଳ ବର୍ଗଙ୍କ ପାଖରେ ୟୁପିଆଇ ଉପଲବ୍ଧ କରାଇବା ଏବଂ ଆର୍ôଥକ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଜିଓ ପେମେଣ୍ଟସ୍ ବ୍ୟାଙ୍କ ନଗଦ ଉଠାଣ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ପଶ୍ଚିମବଙ୍ଗ ପାଇଁ ଛଅଟି ଗ୍ୟାରେଣ୍ଟି ଘୋଷଣା

April 9, 2026

KKR ନା LSG, ଆଜି କିଏ ମାରିବ ବାଜି, କୋଲକାତାରେ ବର୍ଷାର ସମ୍ଭାବନା କେତେ?

April 9, 2026

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ପଶ୍ଚିମବଙ୍ଗ ପାଇଁ ଛଅଟି ଗ୍ୟାରେଣ୍ଟି ଘୋଷଣା

April 9, 2026

KKR ନା LSG, ଆଜି କିଏ ମାରିବ ବାଜି, କୋଲକାତାରେ ବର୍ଷାର ସମ୍ଭାବନା କେତେ?

April 9, 2026

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.