Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପହୁଲ୍‌ ଖାନ୍‌ ମୁବ୍‌ ଲିଚିଂ ମାମଲା : ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ
ଆଜିର ଖବର

ପହୁଲ୍‌ ଖାନ୍‌ ମୁବ୍‌ ଲିଚିଂ ମାମଲା : ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

August 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପହଲୁ ଖାନ୍‌ ଗୋଷ୍ଠୀ ହତ୍ୟା ମାମଲାରେ ଆଜି ଅଲବର୍‌ ଜିଲ୍ଲା ନ୍ୟାୟାଳୟ ଶୁଣାଣୀ କରିଛନ୍ତି । ଅଦାଲତ ଏହି ମାମଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୭ରେ ହୋଇଥିବା ଗୋ ତସ୍କରୀ ସନ୍ଦେହରେ ପହୁଲ୍‌ ଖାନ୍‌କୁ ପିଟି ପିଟି କରି ଭିଡ ହତ୍ୟା କରାଯାଇଥିଲା ।  ଏହି ମାମଲାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ଭିତରେ ଦୁଇଜଣ ନାବାଳକ ରହିଥିଲେ । ତେବେ ନାବାଳକଙ୍କ ଅଭିଯୋଗର ଶୁଣାଣି ଜୁଭେନାଇଲ୍‌ କୋର୍ଟରେ ହେଉଛି। ତେବେ ପ୍ରମାଣ ଅଭାବରୁ ଏହି ମାମଲାରେ ସମସ୍ତେ ମୁକ୍ତି ପାଇଛନ୍ତି। ୫୦ ବର୍ଷୀୟ ପେହଲୁ ଖାନ, ତାଙ୍କର ଦୁଇ ପୁଅ ଓ ଆଉ କିଛି ସହଯୋଗୀ ଗୋ-ମାଂସ ଚାଲାଣା କରୁଥିବା ଅଭିଯୋଗ ହୋଇଥିଲା।  ୨୦୧୯ରେ ସାରା ଭାରତବର୍ଷରେ ଗୋସୁରକ୍ଷା ନାମରେ ପାଖାପାଖି ୮ଟି  ହିଂସାକାଣ୍ଡ ଘଟିଛି । କେବଳ ହରିୟାଣା ନୁହେଁ, କର୍ଣ୍ଣାଟକ, ଆସାମ, ଝାରଖଣ୍ଡ, ମଧ୍ୟପ୍ରଦେଶ, ୟୁପି ଓ ବିହାର ଆଦି ରାଜ୍ୟରେ ମଧ୍ୟ ଏହିଭଳି ଘଟଣା ଘଟିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ: ଇଂଲଣ୍ଡ ବିରୋଧରେ ବିଶାଳ ସ୍କୋର ଛିଡ଼ା କଲା ଭାରତ

March 5, 2026
Latest News

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.