ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପାକିସ୍ତାନୀ ଭଉଣୀ କମାର

Published: Aug 15, 2019, 2:23 pm IST

ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି। ଏହି ସମୟରେ ସେ ମୋଦିଙ୍କୁ ଏକ ବଡ଼ ପେଣ୍ଟିଂ ଉପହାର ଆକାରରେ ଦେଇଥିବା ଜଣାପଡ଼ିଛି। କମାର ମୋହସିନ ଶେଖ ପାକିସ୍ତାନୀର କରାଚିରେ ରହୁଥିଲେ। କିନ୍ତୁ ସେ ଭାରତରେ ବିବାହ କରିଛନ୍ତି। ତାଙ୍କ ସ୍ୱାମୀ ଜଣେ ପେଣ୍ଟର। ବାହାଘର ପରେ ସେ ଭାରତ ଚାଲି ଆସିଥିଲେ ଏବଂ ସେବେଠାରୁ ଗୁଜରାଟର ଅହମଦାବାଦରେ ରହୁଛନ୍ତି।

Related posts