Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗାଦିମଡ଼ା ପୋଲିସ୍‌ବାବୁଙ୍କୁ ସରକାରୀ ଛାଟ
ଆଜିର ଖବର

ଗାଦିମଡ଼ା ପୋଲିସ୍‌ବାବୁଙ୍କୁ ସରକାରୀ ଛାଟ

April 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଏଣିକି ଆଉ ରହିପାରିବେନି ପୋଲିସ୍ । ଏଣିକି ଗୋଟିଏ ସ୍ଥାନରେ ତିନିବର୍ଷ ରହିପାରିବେ ନାହିଁ ପୋଲିସ୍‌ବାବୁ । ଗାଦିମଡ଼ା ପୋଲିସ୍‌ବାବୁଙ୍କୁ ଲାଗି ସରକାର ଏକ ନିର୍ଦ୍ଦେଶ।।ବଳୀ ଜାରି କରିଛନ୍ତି । ଏହିକ୍ରମରେ ଏଣିକି କୌଣସି ପୋଲିସ୍ ଅଫିସର ଗୋଟିଏ ଜିଲ୍ଲାରେ ମଧ୍ୟ ୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବେ ନାହିଁ । ଗାଦିମଡ଼ା ପୋଲିସ୍‌ବାବୁଙ୍କୁ ସରକାର ବଦଳି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଗାଦିମଡ଼ା ଅଫିସରଙ୍କ ତାଲିକା ମାଗିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ ଏସ୍‌ପି, କମିଶନରେଟ୍ ପୋଲିସ୍‌ର ଡିିସିପିଙ୍କୁ ତଥ୍ୟ ମଗାଯାଇଛି । ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିବା ପୋଲିସ୍ ଅଫିସରମାନଙ୍କୁ ବଦଳି କରାଯିବ ।

#policeoffice #transfer
Share. Facebook Twitter LinkedIn Email WhatsApp Copy Link

Related Posts

ଯୋଜନା, କୁରୁକ୍ଷେତ୍ର ଏବଂ ଏମ୍ପ୍ଲୟମେଣ୍ଟ୍ ନ୍ୟୁଜ୍ ଏବେ ୱେଭ୍ସ ଓଟିଟିରେ ମାଗଣାରେ ଉପଲବ୍ଧ

April 10, 2026

୧୦୦ ବିଲିୟନ ଡଲାର ମୂଲ୍ୟାଙ୍କନ ଆକଳନ ସହିତ ବିଶ୍ୱରେ ୭ମ ସ୍ଥାନରେ ରହିଲା ରିଲାଏନ୍ସ ରିଟେଲ୍

April 10, 2026

ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ହେବା ଉଚିତ୍‌: ପିଆଇବି ଏଡିଜି

April 10, 2026

ଭୁବନେଶ୍ୱରରେ ୬୯ତମ SGFI ରଗବୀ ଚାମ୍ପିଅନସିପ୍ ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

April 10, 2026
Latest News

ଗାଦିମଡ଼ା ପୋଲିସ୍‌ବାବୁଙ୍କୁ ସରକାରୀ ଛାଟ

April 10, 2026

ଯୋଜନା, କୁରୁକ୍ଷେତ୍ର ଏବଂ ଏମ୍ପ୍ଲୟମେଣ୍ଟ୍ ନ୍ୟୁଜ୍ ଏବେ ୱେଭ୍ସ ଓଟିଟିରେ ମାଗଣାରେ ଉପଲବ୍ଧ

April 10, 2026

୧୦୦ ବିଲିୟନ ଡଲାର ମୂଲ୍ୟାଙ୍କନ ଆକଳନ ସହିତ ବିଶ୍ୱରେ ୭ମ ସ୍ଥାନରେ ରହିଲା ରିଲାଏନ୍ସ ରିଟେଲ୍

April 10, 2026

ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ହେବା ଉଚିତ୍‌: ପିଆଇବି ଏଡିଜି

April 10, 2026

ଭୁବନେଶ୍ୱରରେ ୬୯ତମ SGFI ରଗବୀ ଚାମ୍ପିଅନସିପ୍ ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.