ଭୁବନେଶ୍ୱର: ଭୁବନେଶ୍ୱରରୁ ଯୁବକଙ୍କୁ ଉଠେଇନେଲା ଦିଲ୍ଲୀ ପୋଲିସ୍ ବ୍ରାଞ୍ଚ ପୋଲିସ୍। ଇମାମ ନାମକ ଯୁବକଙ୍କୁ କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଉଠାଇନେଲା । ଇମାମ୍ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଭାରତ ବିରୋଧୀ ପ୍ରଚାର କରୁଥିଲା । କିଛି ଆତଙ୍କବାଦୀ ସଂଗଠନ ସହ ସମ୍ପର୍କରେ ଥିବା ସୂଚନା ରହିଛି ।