କୃଷ୍ଣପ୍ରସାଦ : ଭବାନୀପୁର ଗାଁରେ ରାମଲୀଳା ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକର ମୃତ ଘଟିଛି । ହନୁମାନ ଅଭିନୟ କରୁଥିବା କଳାକାରକୁ ଦେଖି ଦୌଡ଼ିବାବେଳେ ଏହି ଅଘଟଣ ଘଟିଛି ।