ନୂଆଦିଲ୍ଲୀ: ଗତ ସପ୍ତାହ ତୁଳନାରେ ଏହି ସପ୍ତାହରେ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟ ବୃଦ୍ଧି ପାଇଛି। MCX ତଥ୍ୟ ଅନୁଯାୟୀ, ଗତ ସପ୍ତାହର ଶେଷ ବ୍ୟବସାୟ ଦିବସରେ ସୁନା ୧,୪୯,୬୫୦ ଟଙ୍କା (ପ୍ରତି ୧୦ ଗ୍ରାମ) ଏବଂ ରୂପା ୨,୩୨,୬୦୦ ଟଙ୍କା (ପ୍ରତି କିଲୋଗ୍ରାମ)ରେ ବନ୍ଦ ହୋଇଥିଲା। ଏହି ସପ୍ତାହ ତୁଳନାରେ ସୁନା ମୂଲ୍ୟ ପ୍ରାୟ ୩,୦୦୦ ଟଙ୍କା ଏବଂ ରୂପା ୧୦,୫୦୦ ଟଙ୍କା ବୃଦ୍ଧି ପାଇଛି। ଆସନ୍ତୁ ଜାଣିବା ଆଜି, ଏପ୍ରିଲ ୧୨ ତାରିଖରେ ଏହି ମୁଲ୍ୟବାନ ଧାତୁଗୁଡ଼ିକୁ କିଣିବା ପାଇଁ ଆପଣଙ୍କୁ କେତେ ଖର୍ଚ୍ଚ କରିବାକୁ ପଡିବ।
ଭୁବନେଶ୍ଵରରେ ସୁନା ମୂଲ୍ୟ
୨୪ କ୍ୟାରେଟ: ୧,୫୨,୮୪୦
୨୨ କ୍ୟାରେଟ: ୧,୪୦,୧୦୦
୧୮ କ୍ୟାରେଟ: ୧,୧୪,୬୩୦
ଭୁବନେଶ୍ଵରରେ ରୂପା ମୂଲ୍ୟ
ଆଜି ୧୦ ଗ୍ରାମ ରୂପାର ମୂଲ୍ୟ ୨,୬୫୦ ଟଙ୍କା ଅର୍ଥାତ ପ୍ରତି କିଲୋଗ୍ରାମ ୨,୬୫,୦୦୦ ଟଙ୍କାରେ ବିକ୍ରି ହେଉଛି।


