ବିହାର: ବିହାର ପାଇଁ ବିଜେପିର ଅଙ୍କକଷା । କେନ୍ଦ୍ରମନ୍ତ୍ରୀଙ୍କୁ ଶିବରାଜ ଚୌହାନଙ୍କୁ ବିହାରର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଥମ କରି ବିହାରରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପିକୁ ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀ ନୀତିଶି କୁମାର ରାଜ୍ୟସଭା ସାଂସଦ ଭାବେ ଶପଥ ନେଇସାରିଛନ୍ତି ।
ଭାରତୀୟ ଜନତା ପାର୍ଟି ବିହାରର ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଏହାର ପ୍ରକ୍ରିୟା ଆରମ୍ଭ କରିଛି ବିହାର ରାଜନୀତିରେ ନେତୃତ୍ୱ ପରିବର୍ତ୍ତନର କାହାଣୀ ଏବେ ଶେଷ ପର୍ଯ୍ୟାୟରେ ।


