ଭୁବନେଶ୍ୱର: ଚଳିତ ବର୍ଷ କମ୍ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଜୁନ୍ରୁ ସେପ୍ଟେମ୍ବର ମୌସୁମୀରେ କମ୍ ବର୍ଷା ହେବାର ଆକଳନ କରିଛି । ସ୍ୱାଭାବିକଠାରୁ ୯୫ ପ୍ରତିଶତରୁ ୯୦ ପ୍ରତିଶତ ଏଲପିଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସେହିପରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।


