Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି
ଆଜିର ଖବର

ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି

August 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । କେଉଁ ଜିଲ୍ଲା ପାଇଁ କିଏ ନିଯୁକ୍ତି ହୋଇଛନ୍ତି, ତାହା ନିମ୍ନରେ ସ୍ଥାନିତ ।

୧. ନବରଙ୍ଗପୁର ଓ ରାୟଗଡ଼ା –  ସଞ୍ଜୟ ଦାସ ବର୍ମା

୨. କୋରାପୁଟ ଓ ମାଲକାନିଗିରି – ଚନ୍ଦ୍ର ସାରଥୀ ବେହେରା

୩. କଳାହାଣ୍ଡି – ନବକିଶୋର ଦାସ

୪. ବରଗଡ଼- ପ୍ରଫୁଲ୍ଲ କୁମାର ମଲ୍ଲିକ

୫. ବଲାଙ୍ଗିର- ସୁଶାନ୍ତ ସିଂହ

୬. ଗଞ୍ଜାମ – ମହେଶ୍ବର ମହାନ୍ତି

୭. ଗଜପତି – ପୂର୍ଣ୍ଣଚନ୍ଦ୍ର ସ୍ବାଇଁ

୮. କନ୍ଧମାଳ – ବିକ୍ରମ କେଶରୀ ଆରୁଖ

୯. ଢେଙ୍କାନାଳ – ବିଜୟ ନାୟକ

୧୦. ବୌଦ୍ଧ – କୃତ୍ତିବାସ ପାତ୍ର

୧୧. ଅନୁଗୁଳ – ନିରଞ୍ଜନ ପୂଜାରୀ

୧୨. ସମ୍ବଲପୁର ଓ ଦେବଗଡ଼ – ନଳିନୀକାନ୍ତ ପ୍ରଧାନ

୧୩. ସୁନ୍ଦରଗଡ଼ – ପ୍ରୀତିରଞ୍ଜନ ଘଡାଇ

୧୪. କେଉଁଝର – କ୍ୟାପଟେନ୍‌ ଦିବ୍ୟଶଂକର ମିଶ୍ର

୧୫. ମୟୂରଭଞ୍ଜ – ପ୍ରଣବ ପ୍ରକାଶ ଦାସ

୧୬. ବାଲେଶ୍ବର – ପ୍ରତାପ ଜେନା

୧୭. ଭଦ୍ରକ – ରଣେନ୍ଦ୍ର ସ୍ବାଇଁ

୧୮. କେନ୍ଦ୍ରାପଡ଼ା –ପ୍ରମିଳ ମଲ୍ଲିକ

୧୯. ଜଗତସିଂହପୁର – ଦେବାଶିଷ ସାମନ୍ତରାୟ

୨୦. ପୁରୀ – ପ୍ରଦୀପ ଅମାତ

୨୧. ଖୋର୍ଦ୍ଧା – ପ୍ରସନ୍ନ ଆଚାର୍ଯ୍ୟ

୨୨. ନୂଆପଡା – ସୌଭାଗ୍ୟ ନାୟକ

୨୩. କଟକ – ଉଷା ଦେବୀ

୨୪. ଯାଜପୁର – ଅଶୋକ ଚନ୍ଦ୍ର ପଣ୍ଡା

୨୫. ନୟାଗଡ଼ – ଅମର ପ୍ରସାଦ ଶତପଥୀ

୨୬. ଝାରସୁଗୁଡା – ପଦ୍ମନାଭ ବେହେରା

୨୭. ସୁବର୍ଣ୍ଣପୁର – ହାଜି ମହମ୍ମଦ ଆୟୁବ୍‌ ଖାନ୍‌

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ରୋଗୀର ଗୋଡ଼କୁ ରକ୍ଷା କରିବାରେ ସଫଳ ହେଲେ ସମ୍ମମ ଡାକ୍ତର

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.