Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ ଏନ୍‌କାଉଣ୍ଟର : ତିନି ଅପରାଧୀ ଗୁରୁତର
ଆଜିର ଖବର

ସମ୍ବଲପୁରରେ ଏନ୍‌କାଉଣ୍ଟର : ତିନି ଅପରାଧୀ ଗୁରୁତର

September 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ସମ୍ବଲପୁରରେ ଗୋଟିଏ ଏନ୍‌କାଉଣ୍ଟର ହୋଇଛି । ଏଥିରେ ତିନି ଜଣ ଅପରାଧି ଗୁରୁତର ହୋଇଛନ୍ତି । ସମ୍ବଲପୁର  ଜିଲ୍ଲା  କୁଲୁଥକାନି-ଧନକଉଡ଼ା ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌ ଆହତ ହୋଇଛି । ତା’ର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତ୍ରିଦେବ ବାଗ୍‌ ଓ ତା’ର ସହଯୋଗୀମାନେ କୁଲୁଥକାନି-ଧନକଉଡ଼ା ରାସ୍ତାରେ ଡକାୟତି କରିବାକୁ ଏକାଠି ହୋଇଥିଲେ । ଏହାର ଗୁପ୍ତ ସୂଚନା ପାଇ ଭୋର ପ୍ରାୟ ସାଢେ ୫ଟା ବେଳେ ଧନୁପାଲ୍ଲୀ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ଚଢ଼ଉ କରିଥିଲା । ଏହି ସେମାନେ ପୋଲିସ ଉପରକୁ ଗୁଳି କରି ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ । ଏହା ପରେ ପୋଲିସର ପାଲଟା ଗୁଳିରେ ତ୍ରିଦେବ ଗୁରୁତର ହୋଇପଡ଼ିଥିଲା । ଅନ୍ୟପକ୍ଷରେ ତ୍ରିଦେବର ଜଣେ ସହଯୋଗୀ ଦୀପକ ମଣ୍ଡଳକୁ ମଧ୍ୟ ଗିରଫ କରାଯାଇଛି । ଏହି ଗ୍ୟାଙ୍ଗରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ପୋଲିସ ତାକୁ ଅଟକ ରଖିଛି । ଏହି ଏନ୍‌କାଉଣ୍ଟର ସମୟରେ ଜଣେ ପୁଲିସ୍‌ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି, ଟଙ୍କା ଓ ୩ଟି ସୁନା ଚେନ୍ ଜବତ କରାଯାଇଛି । ତ୍ରିଦେବ ନାଁରେ ସମ୍ୱଲପୁର ଜିଲ୍ଲାରେ ୮ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି । ଏଥିସହ ଦେବଗଡ଼ ଜିଲ୍ଲାରେ ମଧ୍ୟ ତା’ ନାଁରେ ଅପରାଧିକ ମାମଲା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026

ରେଢ଼ାଖୋଲରେ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

February 14, 2026

କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନକୁ ବୋମା ଧମକ: ଶୌଚାଳୟରୁ ମିଳିଲା ଚିଠି

February 14, 2026

ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ

February 14, 2026
Latest News

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026

ରେଢ଼ାଖୋଲରେ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

February 14, 2026

କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନକୁ ବୋମା ଧମକ: ଶୌଚାଳୟରୁ ମିଳିଲା ଚିଠି

February 14, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026

ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.