ଚାଷୀ ପଞ୍ଜିକରଣ ଅବଧି ବଢାଇଲେ ରାଜ୍ୟ ସରକାର । ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବଢାଇଲେ । ଆଜି ଏହି ପଞ୍ଜିକରଣର ଶେଷ ଦିନ ରହିଥିବାବେଳେ ଆସନ୍ତା ୧୭ ତାରିଖ ଯାଏଁ ଏହାକୁ ବୃଦ୍ଧି କରିଛନ୍ତି ସରକାର । ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।