ଓମ୍ଫେଡ କ୍ଷୀର ଦର ବୃଦ୍ଧି ନେଇ ସୂଚନା ଦେଲେ ଅରୁଣ ସାହୁ । ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କ ସୁହାଇବା ଭଳି ଦର ଧାର୍ଯ୍ୟ ହେବ । ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦର ବୃଦ୍ଧି କରିଛନ୍ତି । ଘରୋଇ ସଂସ୍ଥା ଆଗୁଆ ଦାମ ବଢାଇଥିବାବେଳେ ଏବେ ଓମ୍ଫେଡ୍ କ୍ଷୀରର ଦର ବୃଦ୍ଧି ଘଟିବ ।