Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାଣ୍ଡିଆର ମଜା ନିଅନ୍ତୁ, ପାନ୍ଥନିବାସଠାରେ ୫ ଅକ୍ଟୋବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଦାଣ୍ଡିଆ ଯାତ୍ରାରେ ସାମିଲ୍‌ ହୁଅନ୍ତୁ
ଆଜିର ଖବର

ଦାଣ୍ଡିଆର ମଜା ନିଅନ୍ତୁ, ପାନ୍ଥନିବାସଠାରେ ୫ ଅକ୍ଟୋବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଦାଣ୍ଡିଆ ଯାତ୍ରାରେ ସାମିଲ୍‌ ହୁଅନ୍ତୁ

September 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନବରାତ୍ରି ଏବଂ ଦୁର୍ଗାପୂଜାର ପାର୍ବଣ ସମୟରେ ଆପଣଙ୍କ ଜୀବନରେ ଆଉ ଟିକିଏ ରଙ୍ଗ ଭରି ଦେବା ପାଇଁ ଓଟିଡିସି ୫ ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ତିନି ଦିନ ଧରି ‘ଦାଣ୍ଡିଆ ନାଚ’ ର ଅୟୋଜୋନ କରୁଛି। ଏହି ଉତ୍ସବରେ ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କୁ  ଏକ ସଙ୍ଗରେ ଏହି ପର୍ବକୁ ପାଳନ କରିବାକୁ ଏକ ମାଧ୍ୟମ ପ୍ରଦାନ କରିବ। ନବରାତ୍ରିର ମହତ୍ବପୂର୍ଣ୍ଣ ଦିବସ ଯେପରିକି ଅକ୍ଟୋବର ୫ ମହାସପ୍ତମୀ , ଅକ୍ଟୋବର ୬ ମହାଅଷ୍ଟମୀ ଏବଂ ଅକ୍ଟୋବର ୭ ମହାନବମୀକୁ ଉଭୟ ଆଗନ୍ତୁକ ଏବଂ ସ୍ଥାନୀୟ ଲୋକେ ପାନ୍ଥନିବାସ ଭୁବନେଶ୍ବରରେ ସନ୍ଧ୍ୟା ୬.୩୦ ଘଟିକାରୁ ୧୧ଟା ଯାଏଁ  ବିଭିନ୍ନ ଡ୍ୟାନ୍ସ ଗୃପ, ଗୀତିକାର, ଲୋକପ୍ରିୟ ଆଙ୍କର, ମାନଙ୍କ ଗହଣରେ ମଜା ଉଠାଇ ପାରିବେ। ଉକ୍ତ ସନ୍ଧ୍ୟା ଗୁଡିକରେ ମନୋରଞ୍ଜନ ସାଙ୍ଗକୁ ଉତ୍ତମ ରାତ୍ରଭୋଜନର ବ୍ୟବସ୍ଥା ରହିଛି। ଜଣକ ପିଛା ୬୯୯ ଟଙ୍କା ଏବଂ ଦୁଇ ଜଣଙ୍କ ପାଇଁ ୧୨୯୯ ଟଙ୍କା ଦେଇ ସୁସ୍ଵାଦୁ ବ୍ୟଞ୍ଜନକୁ ଉପଭୋଗ କରି ପାରିବେ। ଏଥି ସହିତ ପ୍ରତ୍ୟେକ ସନ୍ଧ୍ୟାରେ ଲକି ଡ୍ର ମାଧ୍ୟମରେ ନାମ ଘୋଷଣା କରି ବିଜେତାଙ୍କୁ ସରପ୍ରାଇଜ ଗିଫ୍ଟ ଦେବାର ବ୍ୟବସ୍ଥା ଅଛି।

ଆସନ୍ତୁ ପାନ୍ଥନିବାସ ଭୁବନେଶ୍ବରଠାରେ ଦାଣ୍ଡିଆ ପାଳନ କରିବା ଓ ଓଟିଡିସି ପରିବାର ସହ ଏଡି ଉତ୍ସବରେ ଯୋଗ ଦେଇ ଏହି ଉତ୍ସବକୁ ଆହୁରି ରଙ୍ଗାୟିତ କରିବା।

ଦାଣ୍ଡିଆ ପାଇଁ ଅନ୍‌ଲାଇନ ଟିକେଟ ବୁକିଂ www.panthanivas.com ଏବଂ ଅଫ୍‌ ଲାଇନ୍‌ରେ, ମ୍ୟାନେଜର୍‌ ପାନ୍ଥନିବାସ, ଭୁବନେଶ୍ବର, ଫୋନ – ୦୬୭୪-୨୪୩୨୫୧୫/୨୪୩୨୩୧୪, ମୋ – ୯୯୩୭୫୬୨୧୮୧ ଏବଂ ମାର୍କେଟିଂ ଡିଭିଜନ୍‌ ଓଟିଡିସି, ଫୋନ – ୦୬୭୪-୨୪୩୫୬୭୧୮/୨୪୩୦୭୬୪.

Share. Facebook Twitter LinkedIn Email WhatsApp Copy Link

Related Posts

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ?: ୯ ଯାତ୍ରୀ ଅଟକ

September 22, 2025

“ଆମ ପୋଲିସ୍” ପ୍ରକଳ୍ପ ଅନ୍ତର୍ଗତ ବୋଲଗଡ଼ ଥାନାରେ ସଂଳାପ ସଭା ଅନୁଷ୍ଠିତ

September 22, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, ଗୃହ ମଧ୍ୟରେ ହଟ୍ଟଗୋଳ

September 22, 2025

ଧୂଳିସାତ ହେବ କି ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବା ସ୍ଵପ୍ନ?: ଜାଣନ୍ତୁ ସମୀକରଣ

September 22, 2025
Latest News

ମହିଳାଙ୍କୁ ମୋଦିଙ୍କ ପୂଜା ଭେଟି, ୨୫ ଲକ୍ଷ ଅତିରିକ୍ତ ଉଜ୍ଜଳା ଏଲପିଜି ସଂଯୋଗ ପାଇଁ ଅନୁମତି

September 22, 2025

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ?: ୯ ଯାତ୍ରୀ ଅଟକ

September 22, 2025

“ଆମ ପୋଲିସ୍” ପ୍ରକଳ୍ପ ଅନ୍ତର୍ଗତ ବୋଲଗଡ଼ ଥାନାରେ ସଂଳାପ ସଭା ଅନୁଷ୍ଠିତ

September 22, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, ଗୃହ ମଧ୍ୟରେ ହଟ୍ଟଗୋଳ

September 22, 2025

ଧୂଳିସାତ ହେବ କି ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବା ସ୍ଵପ୍ନ?: ଜାଣନ୍ତୁ ସମୀକରଣ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.