ହୀରାକୁଦ ଡ୍ୟାମ୍ର ଆଉ ତିନୋଟି ଗେଟ୍ ଖୋଲା ଯାଇଛି । ଏଡି ତିନୋଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ସମୁଦାୟ 8ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ଉପର ମୁଣ୍ଡରେ ବର୍ଷା କାରଣରୁ ଏହି ତିନୋଟି ଗେଟ୍ ଖୋଲାଯାଇଥିବା ଜଣାପଡିଛି । ଏହି ସମୟରେ ଘଣ୍ଟାପ୍ରତି 38 ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 17 ହଜାର କ୍ୟୁସେକ୍ କଜଳ ନିଷ୍କାସିତ ହେଉଛି ।