Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ : ଜନସାଧାରଣଙ୍କ ଉନ୍ନତି ପାଇଁ କାମ କରିବାକୁ ନବୀନଙ୍କ ପରାମର୍ଶ
ଆଜିର ଖବର

ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ : ଜନସାଧାରଣଙ୍କ ଉନ୍ନତି ପାଇଁ କାମ କରିବାକୁ ନବୀନଙ୍କ ପରାମର୍ଶ

September 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଆଜିଠାରୁ ଦୁଇ ଦିନ ଧରି ରାଜ୍ୟର ସମସ୍ତ ବିଧାୟକ ଓ ବିଧାୟିକାମାନେ ତାଲିମ ନେବେ । ବିଧାନସଭାରେ କିପରି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଆଜି ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ବିଧାୟକଙ୍କୁ ଶାଳୀନତା ସମ୍ବନ୍ଧରେ ଉଦ୍‌ବୋଧନ ଦେଇଛନ୍ତି । ସମସ୍ତେ ସରଳ ଜୀବନ ଯାପନ କରିବା ଆବଶ୍ୟକ । ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାକୁ ସମସ୍ତେ ପ୍ରୟାସ କରନ୍ତୁ । ଲୋକଙ୍କୁ ଆଖି ଆଗରେ ରଖି ସେମାନଙ୍କ ଉନ୍ନତି କରିବା ଶିଖନ୍ତୁ । ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ ବୋଲି ନବୀନ କହିଛନ୍ତି । ସାଧାରଣ ଜନତା ହେଉଛନ୍ତି ଗଣତନ୍ତ୍ରର ପ୍ରଭୁ । ତେଣୁ ଯେଉଁ ପଦବୀରେ ରହିଥିଲେ ମଧ୍ୟ ସେମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବା ଉଚିତ୍‌ ବୋଲି ନବୀନ ବିଧାୟକଙ୍କୁ ପରାମର୍ଶ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ସବୁଦିନିଆ ରେଳ ସଂଯୋଗରେ କଶ୍ମୀର ଘାଟିକୁ କମ ଖର୍ଚ୍ଚରେ ଭରସାଯୋଗ୍ୟ ଖାଦ୍ୟସଶ୍ୟ ଯୋଗାଣ

January 25, 2026

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026

ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

January 25, 2026

ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ନେତାଜୀଙ୍କ ଜୀବନୀ ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚିତ

January 25, 2026
Latest News

ସବୁଦିନିଆ ରେଳ ସଂଯୋଗରେ କଶ୍ମୀର ଘାଟିକୁ କମ ଖର୍ଚ୍ଚରେ ଭରସାଯୋଗ୍ୟ ଖାଦ୍ୟସଶ୍ୟ ଯୋଗାଣ

January 25, 2026

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026

‘ବିକଶିତ ଭାରତ’ ଯାତ୍ରାରେ ଉତ୍ତର ପ୍ରଦେଶ ହେବ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ: କେନ୍ଦ୍ର ଗୃହମନ୍ତ୍ରୀ

January 25, 2026

ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

January 25, 2026

ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ନେତାଜୀଙ୍କ ଜୀବନୀ ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚିତ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.