Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସଦର ବିଭିନ୍ନ କମିଟିରେ ଓଡ଼ିଆ, କେଉଁ ସଂସଦୀୟ କମିଟିରେ ସ୍ଥାନ ପାଇଲେ କେଉଁ ଓଡ଼ିଶା ସାଂସଦ
ଆଜିର ଖବର

ସଂସଦର ବିଭିନ୍ନ କମିଟିରେ ଓଡ଼ିଆ, କେଉଁ ସଂସଦୀୟ କମିଟିରେ ସ୍ଥାନ ପାଇଲେ କେଉଁ ଓଡ଼ିଶା ସାଂସଦ

September 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସଂସଦର ବିଭିନ୍ନ କମିଟିରେ ଓଡ଼ିଆ ସ୍ଥାନ ପାଇଛନ୍ତି । ଫାଇନାନ୍ସ କମିଟିରେ ପିନାକୀ ମିଶ୍ର ଓ ଅମର ପଟ୍ଟନାୟକ ସ୍ଥାନ ପାଇଥିବା ବେଳେ ବାଣିଜ୍ୟ କମିଟିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସ୍ଥାନ ପାଇଛନ୍ତି । ପ୍ରତିରକ୍ଷା କମିଟିରେ ନୀତିଶ ଗଙ୍ଗଦେବ, ରାଜଶ୍ରୀ ମଲ୍ଲିକ ସ୍ଥାନ ପାଇଛନ୍ତି । ସେହିପରି ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ରମେଶ ମାଝି, ପ୍ରସନ୍ନ ଆଚାର୍ଯ୍ୟ, ବୈଦେଶିକ ବ୍ୟାପାର କମିଟିରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ମାନବ ସମ୍ବଳ ବିକାଶ କମିଟିରେ ଚନ୍ଦ୍ରାଣୀ ମୁର୍ମୁ, ସସ୍ମିତ ପାତ୍ର ଓ ଓ ଗୃହ ବିଭାଗ କମିଟିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏବଂ ସାର ଓ ରସାୟନ କମିଟିରେ ବିଶେଶ୍ୱର ଟୁଡ଼ୁ, ରଞ୍ଜୀବ ବିଶ୍ୱଳ ସ୍ଥାନ ପାଇଛନ୍ତି । ଏହା ସହ ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟିରେ ସୁରେଶ ପୂଜାରୀଙ୍କୁ ସ୍ଥାନ ମିଳିଛି।  ସେହିପରି  ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିରେ ପ୍ରମିଳା ବିଷୋୟୀ, ସପ୍ତଗିରି ଉଲକା ସ୍ଥାନ ପାଇଥିବା ବେଳେ ରେଲୱେ କମିଟିରେ ଅନୁଭବ ମହାନ୍ତି ଓ ସଙ୍ଗୀତା କୁମାରୀ ସିଂହଦେବ ସ୍ଥାନ ପାଇଛନ୍ତି । ଏହା ସହ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କମିଟିରେ ଚନ୍ଦ୍ରଶେଖର ସାହୁ, ସଂସଦୀୟ ଶ୍ରମ ଓ ନିୟୋଜନ କମିଟି ଅଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବ ସ୍ଥାନ ପାଇଛନ୍ତି । ସହରାଞ୍ଚଳ ବିକାଶ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସଂସଦୀୟ ଜଳ ସଂପଦ କମିଟିରେ ନରେନ୍ଦ୍ର କୁମାର ସ୍ୱାଇଁ ସ୍ଥାନ ପାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026

ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

January 25, 2026

ସବୁଦିନିଆ ରେଳ ସଂଯୋଗରେ କଶ୍ମୀର ଘାଟିକୁ କମ ଖର୍ଚ୍ଚରେ ଭରସାଯୋଗ୍ୟ ଖାଦ୍ୟସଶ୍ୟ ଯୋଗାଣ

January 25, 2026

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026
Latest News

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026

ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

January 25, 2026

ଚାଲିଗଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, 54 ବର୍ଷ ବୟସରେ ପରଲୋକ

January 25, 2026

ସବୁଦିନିଆ ରେଳ ସଂଯୋଗରେ କଶ୍ମୀର ଘାଟିକୁ କମ ଖର୍ଚ୍ଚରେ ଭରସାଯୋଗ୍ୟ ଖାଦ୍ୟସଶ୍ୟ ଯୋଗାଣ

January 25, 2026

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.