Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାୟାବତୀଙ୍କୁ ଝଟ୍‌କା : କଂଗ୍ରେସରେ ଯୋଗ ଦେଲେ 6 ବିଏସ୍‌ପି ବିଧାୟକ
ଆଜିର ଖବର

ମାୟାବତୀଙ୍କୁ ଝଟ୍‌କା : କଂଗ୍ରେସରେ ଯୋଗ ଦେଲେ 6 ବିଏସ୍‌ପି ବିଧାୟକ

September 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ଝଟ୍‌କା । ରାଜସ୍ଥାନର 6 ଜଣ ବିଏସ୍‌ପି ବିଧାୟକ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ବିଧାୟକ ମାନେ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କରେ ରହିଥିବା ଏହି 6 ବିଧାୟକ ସୋମବାର ବାଚସ୍ପତିଙ୍କୁ ଭେଟି କଂଗ୍ରସରେ ଯୋଗ ଦେବା ନେଇ ସୂଚନା ଦେଇଥିଲେ । ବିଏସ୍‌ପି ବିଧାୟକ ରାଜେନ୍ଦ୍ର ଗୁଡ୍ଡ, ଯୋଗେନ୍ଦ୍ର ସିଂ ଅଓ୍ବାନା, ଲଖନ୍‌ ସିଂ ମୀନା, ସନ୍ଦୀପ ଯାଦବ ଏବଂ ଦୀପଚାନ୍ଦ ଖେଇରା କଂଗ୍ରେସରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି । ରାଜ ସ୍ଥାନରେ କଂଗ୍ରେସ 100 ଆସନରେ ବିଜୟୀ ହୋଇଥିବା ବେଳେ ପୂର୍ବରୁ 12 ସ୍ବାଧୀନ ବିଧାୟକ ଦଳରେ ଯୋଗ ଦେଇଥିଲେ । ବର୍ତ୍ତମାନ 6 ବିଏସ୍‌ପି ବିଧାୟକଙ୍କ ଯୋଗଦାନ ପରେ ଦଳର ସମୁଦାୟ ବିଧାୟକ ସଂଖ୍ୟା 118ରେ ପହଞ୍ଚିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026
Latest News

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026

ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.