Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମୟିକ ଭାବେ ବନ୍ଦ ରହିବ ବିଜୁ ପଟ୍ଟନାୟକ ବିମାନବନ୍ଦର
ଆଜିର ଖବର

ସାମୟିକ ଭାବେ ବନ୍ଦ ରହିବ ବିଜୁ ପଟ୍ଟନାୟକ ବିମାନବନ୍ଦର

September 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସାମୟିକ ଭାବେ ବନ୍ଦ ରହିବ ବିଜୁ ପଟ୍ଟନାୟକ ବିମାନବନ୍ଦର: ରନ ୱେ ରିକାର୍ପେଟିଂ ପାଇଁ ୮ ମାସ ସାମୟିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରନ୍‌ଓ୍ବେର ରିକାର୍ପେଟିଂ ପାଇଁ ୮ ମାସ କାଳ ବନ୍ଦ ରଖିବାକୁ ନିଷ୍ପତ୍ତି । ନଭେମ୍ବର ୧ରୁ ଜୁନ୍‌ ୩୦ ଯାଏ ଏୟାରପୋର୍ଟ ପର୍ଯ୍ୟାୟକ୍ରମେ ବନ୍ଦ । ରାତି ୧୦ରୁ ସକାଳ ୫ଟା ୩୦ ଯାଏ ବନ୍ଦ ରହିବ ବିମାନ ଚଳାଚଳ । ୨୦୨୦ ଏପ୍ରିଲ୍‌ ୧ରୁ ଜୁନ୍‌ ୩୦ ଯାଏ ଦିନରେ ଏୟାରପୋର୍ଟ ବନ୍ଦ ରହିବ । ପୂର୍ବାହ୍ନ ୧୦ଟା୩୦ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ବିମାନ ଚଳାଚଳ । ବିମାନ ଚଳାଚଳ ବନ୍ଦ ରହିବା ସମୟରେ ହେବ ରିକାର୍ପେଟିଂ କାମ । ଶେଷଥର ପାଇଁ ୨୦୦୭ରେ ହୋଇଥିଲା ରନଓ୍ବେ ରିକାର୍ପେଟିଂ । ଏବେ ଭୁବନେଶ୍ବରକୁ ଦୈନିକ ୩୯ଟି ବିମାନ ଯା’ଆସ କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026
Latest News

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026

ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.