Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିମାନବନ୍ଦର ୮ ମାସ କାଳ ବନ୍ଦ ରହିବା ପ୍ରସଙ୍ଗ: “ବେଶୀ ବିମାନ ପ୍ରଭାବିତ ହେବନି”- ସୁରେଶ ଚନ୍ଦ୍ର ହୋତା
ଆଜିର ଖବର

ବିମାନବନ୍ଦର ୮ ମାସ କାଳ ବନ୍ଦ ରହିବା ପ୍ରସଙ୍ଗ: “ବେଶୀ ବିମାନ ପ୍ରଭାବିତ ହେବନି”- ସୁରେଶ ଚନ୍ଦ୍ର ହୋତା

September 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରନୱେ ରିକାର୍ପିଙ୍ଗ୍ ପାଇଁ ଦୀର୍ଘ ୮ ମାସ କାଳ ପର୍ଯ୍ୟାୟ କ୍ରମେ ବିଜୁ ପଟ୍ଟନାୟକ ବିମାନବନ୍ଦର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୧ରୁ ଜୁନ ୩୦ଯାଏଁ ବିମାନବନ୍ଦର ପର୍ଯ୍ୟାୟକ୍ରମେ ରହିଵ ବୋଲି ଗତକାଲି ସୂଚନା ମିଳିଥିଲା। ଏହାଦ୍ଵାରା ଉଭୟ ଯାତ୍ରୀ ଏବଂ ବିମାନ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଥିଲା। ତେବେ ଏନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ଆଜି ଭୁବନେଶ୍ଵର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସ୍ପଷ୍ଟ କରିଛନ୍ତି। ସୁରେଶ ଚନ୍ଦ୍ର ହୋତା କହିଛନ୍ତି କି, ବର୍ତ୍ତମାନ ସମୟରେ ବିମାନବନ୍ଦରରେ ୨ଟି ରନୱେ ରହିବା କଥା। ଏହା ପୁରୁଣା ବିମାନବନ୍ଦର ଯୋଗୁଁ ଏଠାରେ ଗୋଟିଏ ରନୱେ ରହିଛି। ୫୨୩ ମିଟର ବିକଳ୍ପ ରନୱେକୁ ଡି-କମିଶନ ପାଇଁ କହିଛନ୍ତି ଡିଡିସିଏ। ଭୁବନେଶ୍ଵର ନିକଟରେ ନୂଆ ଏୟାରପୋର୍ଟ କେବଳ ଜମି ଚିହ୍ନଟରେ ଅଟକିଛି। ରିକାର୍ପେଟିଂ ପାଇଁ ବେଶୀ ବିମାନ ଉଡାଣ ପ୍ରଭାବିତ ନହେବା ପାଇଁ ଆଶା ରଖାଯାଇଛି।  ଶେଷ ଥର ପାଇଁ ୨୦୦୭ରେ ରନୱେ ରିକାର୍ପେଟିଂ ହୋଇଥିଲା । ଏବେ ଭୁବନେଶ୍ଵରକୁ ଦୈନିକ ୩୯ଟି ବିମାନ ଯାତାୟତ କରୁଛି। ପ୍ରତି ୧୦ ବର୍ଷରେ ଥରେ ରିକାର୍ପେଟିଙ୍ଗ୍ କରାଯାଏ। ଏବେ ରନୱେର ଅବସ୍ଥା ଖରାପ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.