Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ୍ମାନ୍‌ଙ୍କ ସହ ନଜର ଆସିବେ ଟେଲି ଅଭିନେତ୍ରୀ ପଙ୍ଖୁଡି
ଆଜିର ଖବର

ଆୟୁଷ୍ମାନ୍‌ଙ୍କ ସହ ନଜର ଆସିବେ ଟେଲି ଅଭିନେତ୍ରୀ ପଙ୍ଖୁଡି

September 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ୍‌ରେ ଟେଲି ଅଭିନେତା ଅଭିନେତ୍ରୀ ମାନେ ନିଜର ଦବଦବା ଜାହିର କରୁଛନ୍ତି । ସୁଶାନ୍ତ ସିଂହ ରାଜପୁତ୍‌,  ମୌନୀ ରାୟ, ଗୌତମ ରୋଡେ, ଅଙ୍କିତା ଲୋଖେଣ୍ଡ ପରି କଳାକାରମାନେ ବଲିଉଡ୍‌ରେ ଅଭିନୟ କରି ବେଶ୍‌ ଚର୍ଚ୍ଚାରେ ରହୁଥିବାବେଳେ ଏହି କ୍ରମରେ ଆଉଜଣେ ଟେଲି ଅଭିନେତ୍ରୀ ସାମିଲ୍‌ ହୋଇଛନ୍ତି । ଟେଲି ଅଭିନେତ୍ରୀ ପଙ୍ଖୁଡି ଅଓ୍ବସ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନଙ୍କ ସହ ନଜର ଆସିବେ ।  ଏହି ଅଭିନେତ୍ରୀ ଜଣକ ଆୟୁଷ୍ମାନ ଖୁରାନାଙ୍କ ସହିତ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମରେ ସେ କୁଙ୍କୁମ୍‌ ଭୂମିକାରେ ନଜର ଆସିବେ।  ପ୍ରଥମେ ଆଶିକ୍‌ ଏବଂ ଏମ୍‌ ଟିଭିର ‘ଫାନା ସିଜିନ୍‌ ୨’ରେ ସେ କାମ କରିଥିଲେ। କିନ୍ତୁ ସେ ସିରିୟଲ ‘ରଜିଆ ସୁଲତାନ୍‌’ରେ ଘରେ ଘରେ ପରିଚିତା ହୋଇଥିଲେ । ନିକଟରେ ଆୟୁଷ୍ମାନଙ୍କ ଅଭିନୀତ ‘ଡ୍ରିମ୍‌ ଗାର୍ଲ’ ବ୍ୟାବସାୟିକ ସଫଳତା ହାସଲ କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୨୩ ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

September 23, 2025

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

September 22, 2025

୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେସାଂସଦ ମମତା ମହାନ୍ତ

September 22, 2025

ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

September 22, 2025
Latest News

ସେପ୍ଟେମ୍ବର ୨୩ ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

September 23, 2025

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

September 22, 2025

ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 22, 2025

୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେସାଂସଦ ମମତା ମହାନ୍ତ

September 22, 2025

ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.