Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆବାସିକ ବିଦ୍ୟାଳୟ ଛାତ୍ର ମୃତ୍ୟୁ ଘଟଣା : ଓ୍ବାର୍ଡେନ୍‌ ଓ ପ୍ରଧାନଶିକ୍ଷକ ଗିରଫ
ଆଜିର ଖବର

ଆବାସିକ ବିଦ୍ୟାଳୟ ଛାତ୍ର ମୃତ୍ୟୁ ଘଟଣା : ଓ୍ବାର୍ଡେନ୍‌ ଓ ପ୍ରଧାନଶିକ୍ଷକ ଗିରଫ

September 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି ଅଧମୁଣ୍ଡା ଆବାସିକ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ହଷ୍ଟେଲ ଓ୍ବାର୍ଡେନ୍‌ ଓ ପ୍ରଧାନଶିକ୍ଷକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଅଧମୁଣ୍ଡା ଆବାସିକ ବିଦ୍ୟାଳୟର ଜଣେ ଛାତ୍ରଙ୍କର ଭବାନୀପାଟଣାସ୍ଥିତ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । କିନ୍ତୁ ଛାତ୍ର 3 ଦିନ ଧରି ଅସୁସ୍ଥ ଥିଲେ ବି ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚିକିତ୍ସା ହୋଇପାରି ନଥିବା କାରଣରୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହି ଘଟଣାରେ ତଦନ୍ତ କରାଯାଇ ପ୍ରଧାନଶିକ୍ଷକ ଅଗସ୍ତି ସାହୁ ଓ ଓ୍ବାର୍ଡେନ୍‌ ନବୀନ ମହାନନ୍ଦଙ୍କୁ ଗିରଫ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଙ୍କଜ ଚୌଧୁରୀ ହେଲେ ନୂତନ ୟୁପି ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କଲେ ଘୋଷଣା

December 14, 2025

ମେସି ଇଭେଣ୍ଟ ବିବାଦ: ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ବୋଷ

December 14, 2025

ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ବୈବାହିକ ବିବାଦ ସମାଧାନ: ପୁଣି ଏକାଠି ହେଲେ ୪୦ ଦମ୍ପତି

December 14, 2025

ସଢେଇରୁ ତିଆରି ହେଉଛି ଘରକରଣା ସାମଗ୍ରୀ: କଳାକୃତୀ ଦେଖିବାକୁ ଯେତିକି ସୁନ୍ଦର ସେତିକି ନିଆରା

December 14, 2025
Latest News

ପଙ୍କଜ ଚୌଧୁରୀ ହେଲେ ନୂତନ ୟୁପି ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କଲେ ଘୋଷଣା

December 14, 2025

ମେସି ଇଭେଣ୍ଟ ବିବାଦ: ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ବୋଷ

December 14, 2025

ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ବୈବାହିକ ବିବାଦ ସମାଧାନ: ପୁଣି ଏକାଠି ହେଲେ ୪୦ ଦମ୍ପତି

December 14, 2025

ଅଭିନେତା ଅକ୍ଷୟ କୁମାର କଲ୍ୟାଣ ଜୁଏଲରସ ଭୁବନେଶ୍ବରରେ ନୂଆ ସୋ ରୁମ କଲେ ଉଦଘାଟନ

December 14, 2025

SAIL Sales Growth: ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଗତମାସ ବିକ୍ରିରେ ୨୭ ପ୍ରତିଶତ ଅଭିବୃଦ୍ଧି

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.