Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରିକେଟ୍‌ ବେଟିଂ ଅଭିଯୋଗ : 5 ଗିରଫ
ଆଜିର ଖବର

କ୍ରିକେଟ୍‌ ବେଟିଂ ଅଭିଯୋଗ : 5 ଗିରଫ

September 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅନ୍‌ଲାଇନ୍‌ କ୍ରିକେଟ୍‌ ବେଟିଂ ଚାଲିଥିବା ବେଳେ ଧରାପଡ଼ିଲେ 5 ଜଣ ଅଭିଯୁକ୍ତ । ରାୟଗଡ଼ା ଟାଉନ୍‌ ଥାନା ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କା ଜବତ କରିଛି । ତେବେ ଏହି କାରବାର କେତେଦିନ ଧରି ଚାଲିଥିଲା, ତାହାର ତଦନ୍ତ ଚାଲିଛି । ଶନିବାର ରାତିରେ ରାୟଗଡ଼ ଲକ୍ଷ୍ମୀନାରାୟଣ ଷ୍ଟ୍ରିଟ୍‌ରେ କେ. ସୂର୍ଯ୍ୟ ରାଓଙ୍କ ଘରେ ଅନ୍‌ଲାଇନ୍‌ କ୍ରିକେଟ ବେଟିଂ ଚାଲିଥିଲା । ଏ ସମ୍ପର୍କରେ ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ଅଚାନକ ଉକ୍ତ ଘରେ ଚଢଉ କରି କରି 4 ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କୁ ଜେରା ବେଳେ କିଙ୍ଗପିନ୍‌ଙ୍କ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା । ସେମାନଙ୍କ ବୟାନ ଆଧାରରେ ପୁଲିସ ଗୁଣୁପୁର ସୁଭଦ୍ରାପୁରରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ପି. କିଶୋର ରାଓଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କେ. ସୂର୍ଯ୍ୟ ରାଓ, ସାଗର ସାହୁ, ଜ୍ୟୋତି ରଞ୍ଜନ ପଲେଇ ଓ ସତ୍ୟବ୍ରତ ପ୍ରଧାନ । ଦୁଇଟି ସ୍ଥାନରୁ ପୋଲିସ 3 ଲକ୍ଷ 87 ହଜାର ଟଙ୍କା, 5 ମୋବାଇଲ, 3 ଡାଏରୀ ଓ 3 ବାଇକ ଜବତ କରିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟଧର୍ମ ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ

January 25, 2026

ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର

January 25, 2026

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026
Latest News

ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି” ର ଲୋକାର୍ପଣ

January 25, 2026

ସତ୍ୟଧର୍ମ ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ

January 25, 2026

ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର

January 25, 2026

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.